ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ତାୱାରେ ପିଟି ହତ୍ୟା କଲା ସ୍ୱାମୀ
ନୂଆଦିଲ୍ଲୀ : ସ୍ୱାମୀ ସ୍ତ୍ରୀ ସମ୍ପର୍କ ହେଉଛି ପବିତ୍ର ବନ୍ଧନ । ପ୍ରତ୍ୟେକ ଘରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଛୋଟ ମୋଟ ଝଗଡ଼ା ଲାଗି ରହିଥାଏ । ତେବେ ଏହାରି ଭିତରେ ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କରିଛି ସ୍ବାମୀ । ଏଭଳି ଅମାନବୀୟ ଘଟଣା ମୁମ୍ବାଇର ଭଣ୍ଡୁପରେ…