Latest Odisha News

BREAKING NEWS

Browsing Tag

Agniveers

ପ୍ରତ୍ୟାହାର ହେବନି ‘ଅଗ୍ନିପଥ’ ଯୋଜନା, ଏତଲାରେ ନାଁ ଥିଲେ ହୋଇପାରିବନି ନିଯୁକ୍ତି

ନୂଆଦିଲ୍ଲୀ: ବିବାଦ, ବିରୋଧ ସତ୍ତ୍ୱେ ପ୍ରତ୍ୟାହାର ହେବ ନାହିଁ ‘ଅଗ୍ନିପଥ’ ଯୋଜନା । ଏଫଆଇଆରରେ ନାଁ ଥିଲେ ଆପଣ ହୋଇ ପାରିବେନି ଅଗ୍ନିବୀର । କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ଅସନ୍ତୁଷ୍ଟ ଆଶାୟୀ ଆନ୍ଦୋଳନ କରୁଥିବା ବେଳେ ‘ଅଗ୍ନିପଥ’ କଂଗ୍ରେସ ଆରମ୍ଭ କରିଛି ସତ୍ୟାଗ୍ରହ ।…

ଅଗ୍ନିବୀରଙ୍କୁ ବଢ଼ିଆ ଅଫର: ମିଳିବ ୧୦% ସଂରକ୍ଷଣ

ନୂଆଦିଲ୍ଲୀ: ଅଗ୍ନିବୀରଙ୍କୁ ମିଳିବ ସଂରକ୍ଷଣ । ପ୍ରତିରକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଖାଲି ପଦବୀରେ ନିଯୁକ୍ତି ନିମନ୍ତେ ୧୦% ସଂରକ୍ଷଣ ମିଳିବ ସୁବିଧା  । ଏଭଳି  ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ  ରାଜନାଥ ସିଂ ମଞ୍ଜୁର କରିଛନ୍ତି । ଭାରତୀୟ ତଟରକ୍ଷୀ ବାହିନୀ, ପ୍ରତିରକ୍ଷା ବେସାମରିକ…

ଅଗ୍ନିପଥ ଯୋଜନା କ’ଣ?  ଯୁବ ବର୍ଗଙ୍କ ପାଇଁ ରହିଛି ଦେଶସେବା ସୁଯୋଗ

ଅଗ୍ନିପଥ ଯୋଜନାକୁ ନେଇ ଏବେ ସାରା ଦେଶରେ ଚର୍ଚା । ଅଧିକାଂଶ ଯୁବଗୋଷ୍ଠୀ ଏହାକୁ ସମର୍ଥନ କରୁଥିବାବେଳେ ଅନେକ ସ୍ଥାନରେ ଏହାକୁ କିନ୍ତୁ ବିରୋଧ କରାଯାଉଛି  । ତେବେ ଏହି ଯୋଜନାକୁ ବୁଝିଥିବା ଲୋକମାନେ ଏହା ସପକ୍ଷରେ କହୁଛନ୍ତି । ଏହା ଦ୍ବାରା ଦେଶରେ ସେନାବାହିନୀରେ ବୈପ୍ଲବିକ…

ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ ମାଧ୍ୟମରେ ଅଗ୍ନିପଥ ଯୋଜନାକୁ ସମର୍ଥନ

ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ସେନା, ବାୟୁସେନା ଏବଂ ନୌସେନାରେ ନିଯୁକ୍ତି ପାଇଁ ‘‘ଅଗ୍ନିପଥ’’ ନାମକ ଏକ ଅଖିଳ ଭାରତୀୟ ଯୋଗ୍ୟତା ଆଧାରିତ ନିଯୁକ୍ତି ଯୋଜନାର ଶୁଭାରମ୍ଭ କରିଛନ୍ତି। ସଶସ୍ତ୍ର ବଳକୁ ଏକ ଯୁବ ପ୍ରୋଫାଇଲ୍‌ ପ୍ରଦାନ କରିବା ଦିଗରେ ଏହା ଏକ ପରିବର୍ତ୍ତନକାରୀ…

ଯୁବକଙ୍କୁ ସେନାରେ ଭର୍ତ୍ତି ନେଇ ଆରମ୍ଭ ହେଲା ଅଗ୍ନିପଥ ସ୍କିମ୍, ଜାଣନ୍ତୁ କ’ଣ ମିଳିବ ଫାଇଦା

ନୂଆଦିଲ୍ଲୀ: ଦେଶରେ ବଢ଼ିବ ନିଯୁକ୍ତି ସୁଯୋଗ । କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଅଗ୍ନିପଥ ସ୍କିମ୍ । ଏହି ସ୍କିମ୍ ଜରିଆରେ ଭର୍ତ୍ତି ଲାଗି ଯୁବବର୍ଗଙ୍କ ବୟସ ୧୭ ବର୍ଷ ୬ ମାସରୁ ନେଇ ୨୧ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଭର୍ତ୍ତି ଯୁବକଙ୍କୁ ଟ୍ରେନିଂରୁ ନେଇ ୪ ବର୍ଷ ଯାଏ ସେନାରେ ସେବାର…