Latest Odisha News

BREAKING NEWS

Browsing Tag

agricluture officer

ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ

କୋରାପୁଟ: ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଛି । ଏପରିକି ତାଙ୍କ କାର୍‌ରୁ ନଗଦ ୧୧ ଲକ୍ଷ ୭୩ ହଜାର ୪୩୦ ଟଙ୍କା ମଧ୍ୟ ଜବତ କରିଛି ଭିଜିଲାନ୍ସ । ନିକଟରେ…

ଦୁର୍ବଳ ହେଉଛନ୍ତି ପଙ୍ଗପାଳ, ଗତିବିଧି ଉପରେ କରାଯାଉଛି ମନିଟରିଂ

ଭୁବନେଶ୍ୱର: ଦୁର୍ବଳ ହେଉଛି ପଙ୍ଗପାଳର ଗତି । ଓଡିଶା ଆସିବେ କି ନାହିଁ ତାହା ଆସନ୍ତା ୪ରୁ ୫ ଦିନ ଭିତରେ ଜଣାପଡିବ । ପଙ୍ଗପାଳ ଦଳର ଗତିବିଧି ଉପରେ ମନିଟରିଂ କରାଯାଉଥିବା ନେଇ କହିଛନ୍ତି କୃଷି ନିର୍ଦ୍ଦେଶକ ଏମ ମୁଥୁ କୁମାର । ବର୍ତ୍ତମାନ ମଧ୍ୟପ୍ରଦେଶର ସାଦେନା ଓ ପଂହା ଜିଲ୍ଲାରେ…

ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ୫ ଜିଲ୍ଲାକୁ ସଜାଗ ରହିବାକୁ ପରାମର୍ଶ

ଭୁବନେଶ୍ୱର: ଓଡିଶାରେ ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି । ବୈଠକରେ ପଙ୍ଗପାଳର ସ୍ଥିତି ଓ ଏହାର ମୁକାବିଲା ନେଇ ଆଲୋଚନା ହୋଇଛି । ବର୍ତ୍ତମାନ ପବନର ବେଗ ଯୋଗୁଁ ଛତିଶଗଡରୁ ପୁଣି ମଧ୍ୟପ୍ରଦେଶ ଅଂଚଳକୁ ଚାଲିଯାଇଛନ୍ତି ପଙ୍ଗପାଳ ଦେଳ । ତେବେ…

ଲକ୍‌-ଡାଉନରେ କୃଷି ଅଧିକାରୀଙ୍କ ଗାଡି ଅଟକାଇ ଉଠବସ୍ ହେଲେ ପୋଲିସ କର୍ମଚାରୀ !

ବିହାର: ଏଠି ନିୟମ ଭାଙ୍ଗିବା ବି ଭୁଲ, ନିୟମ ମାନିବାକୁ କହିବା ବି ଭୁଲ୍ । ବିହାର ଲକ୍‌-ଡାଉନରେ ବରିଷ୍ଠ କୃଷି ଅଧିକାରୀଙ୍କୁ ପାସ୍ ମାଗିବାରୁ ଜଣେ ପୋଲିସ କର୍ମଚାରୀ ଅପମାନିତ ତଥା ଦଣ୍ଡିତ ହୋଇଛନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓରେ କିଛି ଲୋକ ଓ ପୋଲିସଙ୍କ ଗହଣରେ…