Latest Odisha News

BREAKING NEWS

Browsing Tag

Agriculture and Farmer

କୃଷକ ଦିବସ ୨୦୨୪: ଚାଷୀଙ୍କ ପାଇଁ ସରକାର ଏହି ୬ଟି ଯୋଜନା ଚଳାନ୍ତି, କିପରି ଲାଭ ପାଇବେ ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରତିବର୍ଷ ୨୩ ଡିସେମ୍ବର ଭାରତରେ ଜାତୀୟ କୃଷକ ଦିବସ ଭାବରେ ପାଳନ କରାଯାଏ | ଦେଶର ୫ମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମ ବାର୍ଷିକୀ ଅବସରରେ କୃଷକ ଦିବସ ପାଳନ କରାଯାଏ। ତେବେ କୃଷକ ଦିବସ ଅବସରରେ କୃଷକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହେଇଥିବା…

ଓଡିଶାରେ ପ୍ରଥମ ଥର ପାଇଁ କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର  

କୋରାପୁଟ : ଓଡିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା କୃଷି କ୍ଷେତ୍ରରେ କୃଷି ଡ୍ରୋନର ବ୍ୟବହାର। ଅଳ୍ପ ସମୟରେ ଏକର ଏକର ଜମିକୁ କିପରି କୃଷି ସାର ଓ ଅନ୍ୟ ରାସାୟନିକ କୀଟ ସାର ସିଞ୍ଚନ କରାଯାଇ ପାରିବ ଏହି ଉଦ୍ଦେଶ୍ୟ ରେ ନାବାର୍ଡ ପାଟେଣେଶ୍ୱରୀ ଚାଷୀ ସମବାୟ ସମିତିକୁ ଚାଷୀମାନଙ୍କ ସହାୟତା…

ମାଟି ଲିପା ମଣିଷର କଥା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ରାତି ପାହିଲେ ଦୂର ଦିଗବଳୟରୁ ସିନ୍ଦୂରା ଫାଟି ପହିଲି କିରଣ ଗାଁ ଠୁ ସହରକୁ ପ୍ରଥମ ସ୍ପର୍ଶ ଦିଏ । ସକାଳର ପହିଲି କିରଣରେ ହସେ ଗାଁ ବିଲର ପରିପାଟୀ । ସବୁଜ ଜମିରେ ସବୁର୍ଣ୍ଣର ଛିଟା ପରିବେଶକୁ କରେ ମନଲୋଭା ।…

ରାଜ୍ୟ ବଜେଟର ଫୋକସରେ କୃଷି ଓ କୃଷକ

ଭୁବନେଶ୍ୱର: ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପାଇଁ ବ୍ୟୟ ଅଟକଳ ରହିଛି ୧ ଲକ୍ଷ ୭୦ ହଜାର କୋଟି ଟଙ୍କା । ଏଥର ବଜେଟରେ କୃଷି ପାଇଁ ୧୭ ହଜାର ୪୬୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଉପସ୍ଥାପନ ହୋଇଥିବା ବଜେଟରେ ୧ ହଜାର ଉଠା ଜଳସେଚନ ପଏଣ୍ଟ ପୁନଃଉଦ୍ଧାର ପାଇଁ ୧ଶହ ୬୦ କୋଟି…