ଏୟାର ଇଣ୍ଡିଆ-ଏୟାର ଇଣ୍ଡିଆ ଏକ୍ସପ୍ରେସ ଆଜି ପଶ୍ଚିମ ଏସିଆ ଅଂଚଳରୁ ୨୬ ଉଡାଣ କରିବେ ସଂଚାଳିତ
ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ଦ୍ୱାରା ପରିଚାଳିତ ଏୟାରଲାଇନ୍ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ମିଶି ଆଜି ପଶ୍ଚିମ ଏସିଆ ଅଞ୍ଚଳକୁ ଯାଇଥିବା ଓ ଆସୁଥିବା ମୋଟ ୨୬ଟି ନିର୍ଦ୍ଧାରିତ ଓ ଅନିର୍ଦ୍ଧାରିତ ଉଡାଣ ଚାଲୁ କରିବେ।
ଏହି ସୂଚନା ଏୟାର ଇଣ୍ଡିଆ ଏକ୍ସ ପୋଷ୍ଟରେ ଦେଇଛି। କମ୍ପାନୀ…