Latest Odisha News
Browsing Tag

AK Antony

ବିଜେପିରେ ସାମିଲ୍ ହେଲେ ବରିଷ୍ଠ କଂଗ୍ରେସ ନେତା ଏକେ ଆଣ୍ଟୋନିଙ୍କ ପୁଅ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ୍ ଆଣ୍ଟୋନି ଆଜି ବିଜେପିରେ ସାମିଲ୍ ହୋଇଛନ୍ତି । କେରଳର କଂଗ୍ରେସ ନେତା ଅନିଲ୍ ଆଣ୍ଟୋନି ଗତ ଜାନୁଆରୀ ମାସରେ ହାତ ଛାଡ଼ି ଦେଇଥିବା ବେଳେ ବିଜେପି ପ୍ରତିଷ୍ଠା ଦିବସରେ ପଦ୍ମ ଧରିଛନ୍ତି । ୨୦୦୨…

ସଂସଦରେ ଗର୍ଜିଲେ ରାଜନାଥ, କହିଲେ “ବିଶ୍ୱର କୌଣସି ଶକ୍ତି ସେନାକୁ ପେଟ୍ରୋଲିଂରୁ ରୋକିପାରିବେନି”

ନୂଆଦିଲ୍ଲୀ: ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଚୀନ୍ ସହ ବିବାଦ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସଂସଦ ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ ପୃଥିବୀରେ କୌଣସି ଶକ୍ତି ଭାରତୀୟ ସେନାକୁ ପାଟ୍ରୋଲିଂରୁ ରୋକି ପାରିବ ନାହିଁ। ଭାରତୀୟ ସୈନିକମାନଙ୍କୁ…