Latest Odisha News

BREAKING NEWS

Browsing Tag

Akhaya Trutiya

ଅଖିମୁଠିରୁ ଆରମ୍ଭ ସଭ୍ୟତାର ସୂଚୀପତ୍ର

କୃଷି – ସେ ମାନବ ସମାଜର ସଂଚାଳକ ଶକ୍ତି । ଜୀଇଁବାର ପ୍ରତ୍ୟେକଟି ମୁହୂର୍ତ୍ତକୁ ଅନୁଭବ କରିବାର ମାଧ୍ୟମ ଏଇ କୃଷି । ସଭ୍ୟତାର ସୂଚୀପତ୍ର ଆଉ ଚିନ୍ତା ଓ ଚେତନାର ଉନ୍ମେଷକ । ଦିନରେ ଦି ଓଳିଖାଇବାର ସ୍ୱପ୍ନକୁ ଚରିତାର୍ଥ କରେ କୃଷି । ଆଉ ଏସବୁକୁ ନିଜ ହାତରେ ବାସ୍ତବତାର ରୂପ ଦିଏ ସେ ମାଟିର…

ବୈଶାଖ ଶୁକ୍ଳ ତୃତୀୟା -ଅକ୍ଷୟ ତୃତୀୟା ବା ଅକ୍ଷିତୃତୀୟା

ପବିତ୍ର ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଦିବସ (ଦିନଟି) ଅକ୍ଷୟ ତୃତୀୟା ବା ଅକ୍ଷିତୃତୀୟା ନାମରେ ପରିଚିତ । ପୌରାଣିକ ଗ୍ରନ୍ଥ ଅନୁଯାୟୀ, ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି, ଦିନ ଯେ କୌଣସି ଶୁଭ କାର‌୍ୟ୍ୟ କରାଗଲେ \'ଅକ୍ଷୟ ଫଳ\' ପ୍ରାପ୍ତ ହୋଇଥାଏ । ଏହି…

ଶ୍ରୀମନ୍ଦିର ପରିସରରେ ଆରମ୍ଭ ହେଲା ରଥ ନିର୍ମାଣ; ଚାପ ଖେଳିଲେ ଠାକୁର

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବର ଆଜି ପବିତ୍ର ଅକ୍ଷୟ ତୃତୀୟ ହେଉଛି ପ୍ରଥମ ପର୍ବ । ପାରମ୍ପରିକ ଭାବେ ଆଜି ଦିନରେ ରଥକାଠ ଅନୁକୂଳ ହେଉଥିବା ବେଳେ ରବିବାର ଦିନ ଶ୍ରୀମନ୍ଦିର ପରିସରରେ ବିଧି ମୁତାବକ ଅକ୍ଷୟ ତୃତୀୟାର ସମସ୍ତ ନୀତିକାନ୍ତି ପାଳିତ ହୋଇଛି ।…

ଆଜି ପବିତ୍ର ଅକ୍ଷୟ ତୃତୀୟା; ଓଡ଼ିଆ ଚାଷୀଙ୍କ ଅଖିମୁଠି ଅନୁକୂଳ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଆଜି ପରି ପବିତ୍ର ଦିନରେ ଓଡ଼ିଆ ଚାଷୀମାନେ ଅଖିମୁଠି ଅନୁକୂଳ କରିବା ସହିତ ଚାଷକାର୍ଯ୍ୟ ଆରମ୍ଭ କରିଥାଆନ୍ତି । ଓଡ଼ିଶା ସମେତ ସାରା ବିଶ୍ୱରେ ଏବେ କରୋନା ମହାମାରୀ ଦାଉ ସାଧିଥିବା ବେଳେ ଓଡ଼ିଆ କୃଷକମାନେ ନିରାଡ଼ମ୍ବର ଭାବେ ଏହି ପବିତ୍ର…

ପୁରୀରେ ସମ୍ପନ୍ନ ହେଲା ଚଳନ୍ତି ପ୍ରତିମାଙ୍କ ସୀତାଚୋରି ନୀତି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଶ୍ରୀରାମ ନବମୀଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି । ପ୍ରଭୁ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ ଓ ଦେବୀ ସୀତାଙ୍କର ଚଳନ୍ତି ପ୍ରତିମା ଜଗନ୍ନାଥବଲ୍ଲଭ ମଠକୁ ବିଜେ କଲାପରେ ସେଠାରେ ଶ୍ରୀରାମଙ୍କ ଜନ୍ମ ଉତ୍ସବରୁ ଆରମ୍ଭ ହୋଇଛି ନୀତି ।…