Latest Odisha News
Browsing Tag

Amit Rohidas

ହକି ଇଣ୍ଡିଆ ଲିଗ୍: ଡ୍ରାଗନ୍ସ ବିପକ୍ଷରେ ବିଜୟୀ ହୋଇ ପଏଣ୍ଟ ଖାତା ଖୋଲିବା ଲକ୍ଷ୍ୟରେ କଳିଙ୍ଗ

ରାଉରକେଲା: ହକି ଇଣ୍ଡିଆ ଲିଗରେ ଆଜି ନିଜର ୨ୟ ମ୍ୟାଚ ଖେଳିବାକୁ ଯାଉଛି ଘରୋଇଦଳ କଳିଙ୍ଗ ଲାନସର୍ସ । ତାମିଲନାଡୁ ଡ୍ରାଗନ୍ସକୁ ଘରୋଇ ଗ୍ରାଉଣ୍ଡ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭେଟିବ । ଲିଗ୍ ର ପ୍ରଥମ ମ୍ୟାଚରେ ୟୁପି ରୁଦ୍ରସ ଠାରୁ ପରାଜୟ ପରେ କଳିଙ୍ଗ ଆଜି ନିଜର ପ୍ରଥମ ବିଜୟ ଆଶାରେ…

ଅଲିମ୍ପିକ୍ସ ଫେରନ୍ତା ୪ ଓଡ଼ିଆ ହକି ଖେଳାଳିଙ୍କୁ ଆଜି ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଫେରିଛନ୍ତି ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମରେ ଭାଗ ନେଇଥିବା ୪ ଓଡ଼ିଆ ଖେଳାଳି । ପୁରୁଷ ହକି ଦଳର ଉପଅଧିନାୟକ ବୀରେନ୍ଦ୍ର ଲାକ୍ରା ଓ ଡିଫେଣ୍ଡର ଅମିତ ରୋହିଦାସ ଏବଂ ମହିଳା ଟିମର ଉପଅଧିନାୟିକା ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ । ସେମାନଙ୍କୁ…

ହକିରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ ନୂଆ ମାଇଲଷ୍ଟୋନ୍

ଭୁବନେଶ୍ୱର: ହକିରେ ନୂଆ ମାଇଲଷ୍ଟୋନ୍ ପାର କରିଛନ୍ତି ଦୁଇ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ଟିମ୍ ଇଣ୍ଡିଆ ପାଇଁ ବୀରନ୍ଦ୍ର ଲାକ୍ରା ୨୦୦ ମ୍ୟାଚ୍ ଓ ଅମିତ ରୋହିଦାସ ୧୦୦ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି । ଦୁହେଁ ଏବେ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଟିମରେ…

ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଟିମ୍: ଓଡ଼ିଶାରୁ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା

ନୂଆଦିଲ୍ଲୀ: ଦୁଇ ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅଲିମ୍ପିକ୍ସ ଟିକେଟ । ଟୋକିଓ ଅଲିମ୍ପିକ୍ସ ପାଇଁ ଆଜି ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି । ୧୫ ଜଣିଆ ଟିମରେ ଅଛନ୍ତି ଦୁଇ ଓଡ଼ିଆ । ଗତକାଲି ମହିଳା ଦଳରେ ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କା ସାମିଲ ହୋଇଥିଲେ ।…