Latest Odisha News
Browsing Tag

Amiya Bhanu Dhal

କବିତା : ଶୀତ ରାତି

ଅମିୟଭାନୁ ଧଳ  ଅସରନ୍ତି ଶୀତରାତି ଧିରେ ଧିରେ ବଢୁଥାଏ ବିଲ, ଖାଲ, ପଡ଼ିଆ, ଗଡ଼ିଆ ବାଡ଼ଡେ଼ଇଁ ବେଢିଯାଏ ଶୀତଳ ପ୍ରଲେପ ମୋ ତାଳୁରୁ ତଳିପା, ଉଷ୍ମତାର ଶିକୁଳିରୁ ମୁକୁଳି ଶବ୍ଦମୟ ଶୀତ ଭରିଯାଏ, କୋଠରୀର ପ୍ରତ୍ୟେକ ଶୂନ୍ୟତାରେ ରାତି ବଢିଲେ ଶୀତ ବଢେ ଶୀତ ବଢିଲେ ବଢିଯାଏ ତରଳ…

କବିତା : ଯମୁନା କୂଳର କଦମ୍ବ

ଅମିୟ ଭାନୁ ଧଳ କାହ୍ନା ! ବସନ୍ତର ବାସନ୍ତିକ ମୁହୂର୍ତ୍ତରେ କୃଷ୍ଣଚୂଡ଼ାର ଗୁନ୍ଥାଗୁନ୍ଥା ଫୁଲରେ କଦମ୍ବମୂଳର ଅନାବନା ଘାସରେ କାହ୍ନା ! ବେଶ୍ ତମେ ଆଜି ମନେ ପଡୁଛ l ଜାଣିଛ କାହ୍ନା ! ଟିକେ ମନେପକାଅ ତ ! ହଠାତ୍ କଦମ୍ବଟେ ଗଛରୁ ନୀରବ ଯମୁନାର ପାଣିରେ ପଡିଲେ, ଆମେ ଚମକି…