ଏପରି ବନାନ୍ତୁ’ ଅଁଳା ଗୁଣ୍ଡ ଆଚାର’
ଭୁବନେଶ୍ବର: ଶୀତ ଦିନରେ ଅଁଳା ବଜାରରେ ଅଧିକ ମିଳିଥାଏ । ଏହି ଅଁଳାରୁ ଅଁଳା ଗୁଣ୍ଡ ଆଚାର ବନାନ୍ତୁ । ଫଳରେ ବର୍ଷସାରା ଏହି ଅଁଳା ଆଚାର ଖାଇ ପାରିବେ । ଏହି ଆଚାର ପାଟିକୁ ସୁଆଦିଆ ଲାଗିବା ସହ ଖାଦ୍ୟ ଭଲ ହଜମ ହେବ ।
ସାମଗ୍ରୀ: ଅଁଳା- ଏକ କିଲୋ, କାଗଜିଲେମ୍ବୁ- ଚାରିଟା , ଗୋଲମରିଚ- ଦୁଇ…