Latest Odisha News

BREAKING NEWS

Browsing Tag

anita das

କବିତା : ବାପା ତୁମେ

 ଅନୀତା ଦାସ      ଆସିଛନ୍ତି ଯେତେ ମନୁଷ୍ୟ ଜୀବନେ, ବାପା ତୁମେ ଅମୁଲ୍ୟ ମନୁଷ୍ୟ ମୋ ପାଇଁ ସବୁ ବେଳେ। ଜୀବନେ ଜାଳିଛି ଯେତେ ଦୀପାଳି, ତୁମ ମଙ୍ଗଳ କାମନା ନିମନ୍ତେ ଦିଏ ଜାଳି। ତୁମେ ହିଁ ମୋ ପାଇଁ ପ୍ରଦୀପ ଶିଖା, ତୁମେ ହିଁ ମୋ ଜୀବନର ଏକ ମାତ୍ର ରେଖା। ଯାହା ବି…

ଗଳ୍ପ : ସମୟର ଖେଳ

ଅନୀତା ଦାସ  ସେଦିନ କାହିଁକି କେଜାଣି ପୁରୁଣା ଆଲବମ ସବୁ ଖୋଲି ବସିଲା ଶିବାନୀ। ସବୁ ଫଟୋ ଭିତରେ ହାଇସ୍କୁଲ ବେଳର ସବୁଠାରୁ ଭଲ ସାଙ୍ଗ ସସ୍ମିତା ସହ ଉଠେଇଥିବା ଫଟୋ ସବୁ ତା'ର ଭାରି ପ୍ରିୟ। ସସ୍ମିତା ସହ ତା'ର ବନ୍ଧୁତା କେବଳ ଦଶମ ଯାଏଁ ସୀମିତ ହୋଇ ରହିଯାଇଥିଲା। କଲେଜ ଅଲଗା ହେବା ସହ…

କବିତା : ସ୍ୱପ୍ନ

ଅନୀତା ଦାସ  ମୁଁ ବଞ୍ଚିବାକୁ ସଂଘର୍ଷ କରୁଥିବା ମଣିଷଟିଏ, ସ୍ୱପ୍ନ ଓ ବାସ୍ତବତା ମଝିର ପ୍ରାଚୀର ଭାଙ୍ଗିବାର ଅଯଥା ପ୍ରୟାସ କରୁଥିବା ଅସହାୟ ଟିଏ। ସ୍ୱପ୍ନ ସବୁ ଦଉଡାନ୍ତି ମତେ ତାଙ୍କ ପଛରେ ଦେଇ ମିଛ ପ୍ରତିଶ୍ରୁତି ତଥାପି ମୁଁ ଦଉଡେ ଲହୁଲୁହାଣ ହୋଇ ତୋଳିବାକୁ ଟିକେ ଖୁସି।…

କବିତା:ଅସତ୍ୟ ସହର

ଅନୀତା ଦାସ ଅସତ୍ୟ ସହର ,ଏ ଅସତ୍ୟ ସହର, ସତ୍ୟର ବଦଳେ ହୁଏ ଏଠି ମିଥ୍ୟା ର ପ୍ରଚାର। ମୃତ୍ୟୁ ଆସେ ଅକସ୍ମାତ ପ୍ରତି ଘରେ ଘରେ, ଜନ୍ମ ପୂର୍ବରୁ ଶ୍ୱାସ ରୁଦ୍ଧ ହୁଏ କେତେ ପ୍ରାଣର। ଅସତ୍ୟ ସହର ଏ ଅସତ୍ୟ ସହର, ମାନବିକତାର ହତ୍ୟା ହୁଏ ଏଠି ପ୍ରତି ମୂହୁର୍ତ୍ତ ରେ। ଧର୍ମ…