Latest Odisha News

BREAKING NEWS

Browsing Tag

Antibody

ମାତ୍ର ୬୭ ପ୍ରତିଶତ ଭାରତୀୟ କରୋନା ବିପକ୍ଷରେ ଆଣ୍ଟିବଡି ବିକଶିତ କରିଛନ୍ତି; ଏବେ ବି ୪୦ କୋଟି ଲୋକ ବିପଦରେ

ନୂଆଦିଲ୍ଲୀ: ମାତ୍ର ୬୭ ପ୍ରତିଶତ ଭାରତୀୟ କରୋନା ବିପକ୍ଷରେ ଆଣ୍ଟିବଡି ବିକଶିତ କରିଛନ୍ତି। ଏବେ ବି ୪୦ କୋଟି ଲୋକ ବିପଦରେ ଅଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଶିଶୁଙ୍କ ସମେତ ଭାରତୀୟ ଜନସଂଖ୍ୟାର ଦୁଇ-ତୃତୀୟାଂଶ କୋଭିଡ-୧୯ ବିରୋଧରେ ଆଣ୍ଟିବଡି ବିକଶିତ କରିଥିବାବେଳେ…

ଭୁବନେଶ୍ୱରର ୫୦% ଲୋକଙ୍କ ଶରୀରରେ ରହିଛି ଆଣ୍ଟିବଡି: ଆରଏମଆରସି ନିର୍ଦ୍ଦେଶକ

ଭୁବନେଶ୍ୱର: ଭୁବନେଶ୍ୱରର ୫୦% ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି ବୋଲି ତୃତୀୟ ପର୍ଯ୍ୟାୟ ସେରୋସର୍ଭେ ରିପୋର୍ଟରୁ ଜଣାପଡିଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର (ଆରଏମଆରସି)ର ନିର୍ଦ୍ଦେଶକ ସଂଘମିତ୍ରା ପତି କହିଛନ୍ତି ଯେ ଗତ ଜୁଲାଇ ୧୧ରେ…

ରାଉରକେଲାରେ ୨୫% ଲୋକଙ୍କ ଦେହରେ ଆଂଟିବଡି

ରାଉରକେଲା: ରାଉରକେଲାରେ ଲୋକ ମାନଙ୍କ ଦେହରେ କେତେ ପ୍ରତିଶତ ଆଂଟିବଡି ସୃଷ୍ଟି ହୋଇଛି ସେନେଇ ଆଇସିଏମଆର ପକ୍ଷରୁ ସେରୋ ସର୍ଭେ କରାଯାଇଥିଲା । ୩୧ ଅଗଷ୍ଟରୁ ୫ ସେପ୍ଟେମ୍ବର ଯାଏ କରାଯାଇଥିବା ଏହି ସେରୋ ସର୍ଭେରେ ଜଣାପଡିଛି ଯେ, ରାଉରକେଲାରେ ୨୫ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ସୃଷ୍ଟି…