Latest Odisha News

BREAKING NEWS

Browsing Tag

Anushka sharma

ସେଲ୍ସ ଟ୍ୟାକ୍ସକୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ଅନୁଷ୍କା ଶର୍ମା

ମୁମ୍ବାଇ: ବମ୍ବେ ହାଇକୋର୍ଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା । ସେଲ୍ସ ଟ୍ୟାକ୍ସ ବିଭାଗର ନୋଟିସକୁ ଚ୍ୟାଲେଞ୍ଜ କରି ଅନୁଷ୍କା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୨୦୧୩-୧୩ ଓ ୨୦୧୩-୧୪ ଆର୍ଥିକ ବର୍ଷର ବକେୟା ଟିକସ ପାଇଁ ଅନୁଷ୍କାଙ୍କୁ ନୋଟିସ୍ ଜାରି କରିଥିଲା ସେଲ୍ସ ଟ୍ୟାକ୍ସ ବିଭାଗ…

ଲଜ୍ଜ୍ୟା ! ବିରୁଷ୍କାଙ୍କ ୧୦ ମାସର ଝିଅକୁ ଦୁଷ୍କର୍ମ ଧମକ

ମୁମ୍ବାଇ: ଟି୨୦ ବିଶ୍ୱକପରେ ଭାରତୀୟ ଦଳର ଶୋଚନୀୟ ପ୍ରଦର୍ଶନକୁ ନେଇ ଦର୍ଶକଙ୍କ ମନରେ କୁହୁଳୁଛି ଅସନ୍ତୁଷ୍ଟତାର ନିଆଁ । ଏ ନେଇ ଅନେକ କ୍ରିକେଟ ପ୍ରେମୀ ସୋସିଆଲ୍ ମିଡିଆରେ ଦଳରେ ପରିବର୍ତ୍ତନ ତଥା ଖେଳାଳି ଚୟନ ନେଇ କଟୁ ମନ୍ତବ୍ୟ ଦେଇଥିଲେ । ହେଲେ ନିକଟରେ ଅଧିନାୟକ ବିରାଟ ଓ ଅନୁଷ୍କାଙ୍କ ୧୦…

ଟୁଥ ବ୍ରଶରେ ନିଜ ଜୋତା ସଫା କରୁଛନ୍ତି ବିରାଟ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଅନୁଷ୍କା

ଭୁବନେଶ୍ୱର: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ବର୍ତ୍ତମାନ ଦୁବାଇରେ ଅଛନ୍ତି। ନିକଟରେ ଅନୁଷ୍କା ଅନ୍ୟ କ୍ରିକେଟରଙ୍କ ସହ ମିଶି ବିରାଟଙ୍କ ଜନ୍ମଦିନ ପାଳନ କରିଥିଲେ ଏବଂ ଏହାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଥିଲା। ନିକଟରେ ଅନୁଷ୍କା ସୋସିଆଲ ମିଡିଆରେ ବିରାଟଙ୍କ ଏକ ସୁନ୍ଦର ଫଟୋ ପୋଷ୍ଟ…

[ଦେଖନ୍ତୁ]: ଖାଦ୍ୟ ଓଜନ କରି ଖାଉଛନ୍ତି ବିରାଟ: ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

ମୁମ୍ବାଇ: ସେଲିବ୍ରିଟି ଦମ୍ପତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ମୁମ୍ବାଇ ସ୍ଥିତ ନିଜ ନିବାସରେ ଅତିବାହିତ କରୁଛନ୍ତି କ୍ୱାଲିଟି ଟାଇମ । ଉଭୟ ଏକାଠି ଥିବାରୁ ଏହି ଲକଡାଉନ ସେମାନଙ୍କ ପାଇଁ ସୁଖମୟ ସାବ୍ୟସ୍ତ ହୋଇଥିବା ଉଭୟ କହିଛନ୍ତି। ଏହି ସାମ୍ୟରର ବିରାଟ ଏବଂ ଅନୁଷ୍କା ମଧ୍ୟ ସୋସିଆଲ…

ଆସିଲା ଅନୁଷ୍କା ଶର୍ମାଙ୍କ ‘ବୁଲ୍‌ବୁଲ୍‌’ର ଫାଷ୍ଟ ଲୁକ

ମୁମ୍ବାଇ: ସାମ୍ନାକୁ ଆସିଲା ଅପ୍‌କମିଂ ମୁଭି ‘ବୁଲବୁଲ୍‌’ର ଫାଷ୍ଟ ଲୁକ୍ । ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନେଟ୍‌ଫ୍ଲିକ୍ସରେ ଏହାକୁ ରିଲିଜ କରିଛନ୍ତି । ଏଥିସହ ସେ ନିଜ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ମଧ୍ୟ ଏହାର ଟିଜର ପୋଷ୍ଟରକୁ ସେୟାର କରିଛନ୍ତି । ଏଥିସହ ଅନୁଷ୍କା ଏହି ଫିଲ୍ମକୁ…