Latest Odisha News

BREAKING NEWS

Browsing Tag

Archana Nag Case

‘ଅର୍ଚ୍ଚନା ଭଡ଼ା ନ ଦେଇ ବ୍ଲାକମେଲ କରୁଥିଲା’

ଭୁବନେଶ୍ୱର:  ଅର୍ଚ୍ଚନା ନାଗ ମାମଲାର ନୂଆ ଟ୍ୱିଷ୍ଟ । ଅର୍ଚ୍ଚନାଙ୍କୁ ନେଇ ନୂଆ ତଥ୍ୟ  ସାମ୍ନାକୁ ଅଣିଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ । ଆଜି ଇଡି ଜେରା କରିବ ପୂର୍ବରୁ ଆଣିଛନ୍ତି ସାଂଘାତିକ ଅଭିଯୋଗ । ପ୍ରମୋଦ କହିଛନ୍ତି,  ଅର୍ଚ୍ଚନା ନାଗ ତାଙ୍କ ଘରେ ଭଡ଼ାରେ ରହୁଥିଲେ ।  ସେ…

‘ନାଗଫାଶ’ କେଳେଙ୍କାରୀକୁ ନେଇ ଆଜି ବି ଗୃହ ହୋଇପାରେ ହୁଲୁସ୍ତୁଲ

ଭୁବନେଶ୍ୱର : ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ । ନାଗ ଦମ୍ପତ୍ତିଙ୍କ କଳା କାରନାମା ନେଇ ପ୍ରଥମ ଦିନରେ ଗୃହ ବାରମ୍ବାର ମୁଲତବୀ ରହିଥିଲା । ଆରମ୍ଭରୁ ଭଟ୍ଟା ପଡିଥିବା ବେଳେ ଆଜି ବି ଗୃହରେ ପୁଣି ନାଗ ଝଡ଼ ଉଠିପାରେ । ଅର୍ଚ୍ଚନା ନାଗଙ୍କ ବ୍ଲାକମନି, ମନି ଲଣ୍ଡରିଂ ମାମଲାରେ…

ଘାଣ୍ଟୁଛି ଇଡି: ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଜେରା

ଭୁବନେଶ୍ୱର: ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ଜେରା କରୁଛି ଇଡି  ।  ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ଶ୍ରଦ୍ଧାଞ୍ଜଳି । ତାଙ୍କୁ ଅର୍ଚ୍ଚନା ସେକ୍ସୋଟର୍ସନ୍ କରୁଥିବା ସେ ଅଭିଯୋଗ ଆଣିଥିଲେ । ସେହିପରି ନୟାପଲ୍ଲୀ ଥାନାରେ…