Latest Odisha News

BREAKING NEWS

Browsing Tag

Archana Naga Case

ଅର୍ଚ୍ଚନା-ଜଗବନ୍ଧୁଙ୍କ ବିରୋଧରେ ୨୪ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ

ଭୁବନେଶ୍ୱର: ଶେଷରେ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ମାମଲାରେ ଦାଖଲ ହେଲା ଚାର୍ଜସିଟ୍ । ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ନାଁରେ ଦାଖଲ ହୋଇଛି ୨୪ଶହ ପୃଷ୍ଠାର ଚାର୍ଜସିଟ୍ । ଖଣ୍ଡଗିରି ପୁଲିସ ଜେଏମଏଫସି-୫ କୋର୍ଟରେ ଏହି ଚାର୍ଜସିଟ୍ ଗୁରୁବାର ଦାଖଲ କରିଛି ।…

ନାଗ ଦମ୍ପତିଙ୍କ ଅଡୁଆ ବଢିଲା; ଜଗବନ୍ଧୁଙ୍କ ଦସ୍ତଖତ ସଂଗ୍ରହ ପାଇଁ ପହଞ୍ଚିଲା ଖଣ୍ଡଗିରି ପୋଲିସ

ଭୁବନେଶ୍ୱର: ବଢୁଛି  ନାଗ ଦମ୍ପତିଙ୍କ ଅଡୁଆ । ହୋଇପାରେ ସମ୍ପତ୍ତି ବାଜ୍ୟାପ୍ତି । ପ୍ରକ୍ରିୟା ଆରମ୍ଭ କରି ଦେଇଛି ଇଡି । ଜଣଜଣ କରି ସମସ୍ତଙ୍କୁ ଟାଣି କରୁଛି ଜେରା । ଅର୍ଚ୍ଚନା, ଖଗେଶ୍ୱରଙ୍କୁ ଘନ ଘନ ଜେରା ପରେ ଏବେ ପାଳି ପଡିଛି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କର ।  ପୁଣି  ଝାରପଡା…

ଅର୍ଚ୍ଚନାଙ୍କ ହସ୍ତାକ୍ଷର ସଂଗ୍ରହ ପାଇଁ ଝାରପଡା ଜେଲରେ କମିଶନରେଟ ପୋଲିସ

ଭୁବନେଶ୍ୱର: ହନିଟ୍ରାପ କୁଇନ ଅର୍ଚ୍ଚନା ନାଗର ହସ୍ତାକ୍ଷର ସଂଗ୍ରହ କଲା କମିଶନରେଟ ପୋଲିସ । ଏଥିପାଇଁ  ଝାରପଡା ଜେଲ ଯାଇଥିଲା କମିଶନରେଟ ପୋଲିସ ।  କମିଶନର ପୋଲିସର ଏକ ସ୍ୱତନ୍ତ୍ର ଟିମ ଝାରପଡା ଜେଲକୁ  ଯାଇ ହସ୍ତାକ୍ଷର ସଂଗ୍ରହ କରିଛି । ହସ୍ତାକ୍ଷର ସଂଗ୍ରହ ପରେ  ଅର୍ଚ୍ଚନାଙ୍କ ଘରୁ…

ଇଡି ସାମ୍ନାରେ ସତ ଓଗାଳି ପାରନ୍ତି ଅର୍ଚ୍ଚନା

ଭୁବନେଶ୍ୱର:ଇଡି ସାମ୍ନାରେ ସବୁ ସତ ଖୋଲି ପାରନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ବଡବଡିଆଙ୍କ ମୁଖା ଖୋଲି ଦେଇ ପାରନ୍ତି । ଆଜି ଗଣମାଧ୍ୟମ ସାମ୍ନାରେ ଏମିତି କିଛି ସୂଚନା ଦେଇ ଯାଇଛନ୍ତି ଅର୍ଚ୍ଚନା । ଆଜି ଇଡି ସାମ୍ନାକୁ ଯିବା ପୂର୍ବରୁ ଅର୍ଚ୍ଚନାଙ୍କୁ ଡାକ୍ତର ଚେକଅପ ପାଇଁ…