Latest Odisha News

BREAKING NEWS

Browsing Tag

Archita Sahu

ଅର୍ଚ୍ଚିତା ଯାଦୁ ଜାଣିଛନ୍ତି, କାହିଁକି ଏମିତି କହିଲେ ସବ୍ୟସାଚୀ

ଭୁବନେଶ୍ୱର: ପ୍ରେମ, ବିବାହ ପରେ ବି ସବ୍ୟ-ଅର୍ଚ୍ଚିତାଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି । ରାଜସ୍ଥାନରେ ରାଜକୀୟ ଢଙ୍ଗରେ ସସପେନ୍ସ ବାହାଘର ପରେ ଅର୍ଚ୍ଚିତା ଯାଦୁ (ମ୍ୟାଜିକ୍) ଜାଣିଥିବା କହିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅର୍ଚ୍ଚିତାଙ୍କୁ ପ୍ରଶଂସା…

ପ୍ରଥମେ କିଏ ପ୍ରପୋଜ୍ କରିଥିଲେ ? ସବ୍ୟ ନା ଅର୍ଚ୍ଚିତା…

ଭୁବନେଶ୍ୱର: ରିଅଲ୍ ହୋଇଛି ରିଲ୍ ଯୋଡ଼ି । ମାର୍ଚ୍ଚ ୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା । ରାଜସ୍ଥାନରେ ରାଜକୀୟ ଢଙ୍ଗରେ ବିବାହ ସମ୍ପନ୍ନ ପରେ ସେଲିବ୍ରିଟି ନବ ଦମ୍ପତି ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ନବ…

ବାହାଘର ଦିନ ସବ୍ୟସାଚୀଙ୍କୁ କାହିଁକି ଅପେକ୍ଷା କରେଇଲେ ଅର୍ଚ୍ଚିତା….ଜାଣନ୍ତୁ

ଭୁବନେଶ୍ବର : ଓଲିଉଡର ଚର୍ଚ୍ଚିତ ଯୋଡି ସବ୍ୟାର୍ଚ୍ଚିତା ବିବାହ କରିଛନ୍ତି । ସୋମବାର ରାଜସ୍ଥାନର ଏକ ଦୁର୍ଗରେ ପରିବାର ସଦସ୍ୟ ଓ ଅଳ୍ପ ସଂଖ୍ୟକ ଅତିଥିଙ୍କ ମଧ୍ୟରେ ସେମାନଙ୍କ ବିବାହ ଅନୁଷ୍ଠିତ ହୋଇଛି । ସୋସିଆଲ ମିଡିଆରେ ସବ୍ୟାର୍ଚ୍ଚିତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଗତକାଲି…

ଆଜି ସବ୍ୟସାଚୀ-ଅର୍ଚ୍ଚିତାଙ୍କ ବାହାଘର; ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର: ଓଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ସହ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ବାହାଘର ହେବାକୁ ଯାଉଛି। ଓଡ଼ିଆ ସିନେମା ଜଗତର ଦୁଇ ସୁପରହିଟ ଯୋଡ଼ି ସୋମବାର ଦିନ ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। …

ଦଶହରାରେ ଆସୁଛି ‘ଦୁର୍ଗତିନାଶିନୀ’

ଭୁବନେଶ୍ୱର: କରୋନା ପାଇଁ ଗତ ମାର୍ଚ୍ଚ ମାସରୁ ଗୋଟିଏ ବି ଚଳଚ୍ଚିତ୍ର ରିଲିଜ ହୋଇନାହିଁ । ଗୋଟିଏ ପଟେ ସୁଟିଂ ଉପରେ କଟକଣା ଓ ଅନ୍ୟ ପକ୍ଷରେ ସିନେମା ହଲ ବନ୍ଦ ରହିବା ମନୋରଂଜନ ଶିଳ୍ପକୁ ଯେପରି ସ୍ଥାଣୁ କରିଦେଇଛି । ଗତ କିଛି ଦିନ ହେଲା ଲକ୍ ଡାଉନ ନିୟମ କୋହଳ ହେବା ପରେ ସୁଟିଂ ପାଇଁ ଅନୁମତି…