Latest Odisha News

BREAKING NEWS

Browsing Tag

Arrest

୧୬୦ କାର୍ଟୁନ ଅଣ୍ଡା ଚୋରି କରିବା ଅଭିଯୋଗରେ ଜଣେ ଗିରଫ

କଟକ: ଅଣ୍ଡା ଚୋରି କରିବା ଅଭିଯୋଗରେ ପୋଲିସ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏଥିସହିତ କ୍ରାଇମ କରିବା ପାଇଁ ବ୍ୟବହୃତ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଅବଦୁଲ ରଜକ ନାମକ ଜଣେ ବ୍ୟକ୍ତି ତାଙ୍କ ଦୋକାନରୁ କେହି ୧୬୦ କାର୍ଟୁନ ଅଣ୍ଡା ଚୋରି କରିଥିବା…

କପିଳାସ ଅଭୟାରଣ୍ୟରୁ ୨ ଶିକାରୀ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସ୍ଥିତ କପିଳାସ ଅଭୟାରଣ୍ୟରୁ ବନ ବିଭାଗ ପକ୍ଷରୁ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ବ୍ୟକ୍ତି ଟୁନା କରୁଆ ଓ ଟ୍ୱିନ୍ କୋଣ୍ଡଲକାନେ ବୋଲି ଜଣାପଡିଛି । ସୂଚନାନୁଯାୟୀ, ବନ କର୍ମଚାରୀଙ୍କ ପକ୍ଷରୁ ଗତକାଲି ରାତିରେ ଉକ୍ତ ଅଞ୍ଚଳରେ ଚଢାଉ…

ଗଞ୍ଜାମରେ ଜୁଆ ଆଡ୍ଡା ଉପରେ ଚଢାଉ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ବିଭିନ୍ନ ଜୁଆ ଆଡାରେ ଗତକାଲି ପୋଲିସ ଚଢାଉ କରିବା ସହିତ ପାଖାପଖି ୯୫ଜଣଙ୍କୁ ଗିରଫ କରିଛି । ଏହାବ୍ୟତିତ ସେମାନଙ୍କ ବିରୋଧରେ ୧୪ ମାମଲା ରୁଜୁ କରାଯାଇଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଏହି ଚଢାଉ ବେଳେ ବ୍ରହ୍ମପୁରରୁ କେବଳ ୬୮ ଜଣ…

କୋର୍ଟକୁ ଟଣାହେଲେ ମଦ୍ୟପ ଗାଡି ଚାଳକ

କଟକ: ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଇ ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଶନିବାର ଦିନ ପୋଲିସ ପକ୍ଷରୁ କୋର୍ଟ ଚାଲାଣ କରାଯିବ । ଅଭିଯୁକ୍ତ ରାକେଶ ପଣ୍ଡାକୁ ଶୁକ୍ରବାର ଦିନ କଟକ ଚାଉଳିଆଗଞ୍ଜ ଅଞ୍ଚଳର ନୂଆବଜାରରୁ ଗିରଫ କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ରାକେଶ ନିଶାଶକ୍ତ ହୋଇ…

ସମ୍ବଲପୁର ମୁଣ୍ଡକାଟ ହତ୍ୟା ଘଟଣା: ସମ୍ପର୍କୀୟ ଭାଇକୁ ଗିରଫ କଲା ପୋଲିସ

ସମ୍ବଲପୁର : ସମ୍ୱଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି-ତିଲେଇମାଲ ଗ୍ରାମରେ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯିବାର କେଇ ଘଣ୍ଟା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ଉଜ୍ଜଳ ମୁଣ୍ଡା ଏବଂ ସେ ମୃତ ସତ୍ୟନାରାୟଣଙ୍କ…