Latest Odisha News

BREAKING NEWS

Browsing Tag

ARTIST PRIYANKA

[ଭିଡ଼ିଓ]ନିଆରା ଢଙ୍ଗରେ ନୂଆ ବର୍ଷକୁ ସ୍ୱାଗତ କଲେ ଚିତ୍ର ଶିଳ୍ପୀ

ଭୁବନେଶ୍ୱର : ନିଆରା ଢଙ୍ଗରେ ନୂଆ ବର୍ଷକୁ ସ୍ୱାଗତ । ୨୦୨୨କୁ ସ୍ୱାଗତ କରି ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ଚିତ୍ର ଶିଳ୍ପୀ ପ୍ରିୟଙ୍କା ସାହାଣୀ। ଏକ କାଡବୋର୍ଡ ଜରିଆରେ କିଛି ରଙ୍ଗ , ଗ୍ଲିଟର ଆଉ କିଛି ଫୁଲ ନେଇ ଏକ ସୁନ୍ଦର ଚିତ୍ର କଳା କରିଛନ୍ତି ପ୍ରିୟଙ୍କା। ପ୍ରଭୁ ଜଗନ୍ନାଥଙ୍କର ସୁନ୍ଦର…

ଚିତ୍ରକଳାରେ ଚାଚା ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଚିତ୍ରକଳାରେ ଚାଚା ନେହେରୁଙ୍କୁ  ଶ୍ରଦ୍ଧାଞ୍ଜଳି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହାରଲାଲ ନେହେରୁଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଚିତ୍ରକଳା ଜରିଆରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଦିବସରେ ଚିତ୍ରଶିଳ୍ପୀ ନିଆରା ଢଙ୍ଗରେ ତିଆରି କରିଛନ୍ତି ନେହେରୁଙ୍କ ଏକ ସୁନ୍ଦର…