Latest Odisha News

BREAKING NEWS

[ଭିଡ଼ିଓ]ନିଆରା ଢଙ୍ଗରେ ନୂଆ ବର୍ଷକୁ ସ୍ୱାଗତ କଲେ ଚିତ୍ର ଶିଳ୍ପୀ

ଭୁବନେଶ୍ୱର : ନିଆରା ଢଙ୍ଗରେ ନୂଆ ବର୍ଷକୁ ସ୍ୱାଗତ । ୨୦୨୨କୁ ସ୍ୱାଗତ କରି ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ଚିତ୍ର ଶିଳ୍ପୀ ପ୍ରିୟଙ୍କା ସାହାଣୀ। ଏକ କାଡବୋର୍ଡ ଜରିଆରେ କିଛି ରଙ୍ଗ , ଗ୍ଲିଟର ଆଉ କିଛି ଫୁଲ ନେଇ ଏକ ସୁନ୍ଦର ଚିତ୍ର କଳା କରିଛନ୍ତି ପ୍ରିୟଙ୍କା। ପ୍ରଭୁ ଜଗନ୍ନାଥଙ୍କର ସୁନ୍ଦର ଚିତ୍ର କଳା ସହିତ ନୂତନ ବର୍ଷକୁ ସ୍ୱାଗତ କରିଛନ୍ତି ।

BjdElectrycity

କାର୍ଡବୋର୍ଡରେ ୧.୫ଫୁଟର ତିଆରି ହୋଇଛି ଏହି ଚିତ୍ର କଳା। ବିଭିନ୍ନ ରଙ୍ଗ ସାଙ୍ଗକୁ ମୟୁରପଙ୍ଖ ଓ ଫୁଲରେ ତିଆରି କରିଛନ୍ତି ମନଲୋଭା ଜଗନ୍ନାଥ। ଯାହାକି ତିଆରି କରିବାକୁ ପ୍ରିୟଙ୍କାଙ୍କୁ ୭ ଘଣ୍ଟା ପରିଶ୍ରମ କରିବାକୁ ପଡ଼ିଥିଲା । ପ୍ରିୟଙ୍କାଙ୍କ ଏହି ହାତର ଚିତ୍ରକଳା ଆଉ ସୁନ୍ଦର ଚିତ୍ରିିତ ଜଗନ୍ନାଥଙ୍କ ସହ ନବ ବର୍ଷର ଶୁଭେଚ୍ଛା ବେଶ୍ ନିଆରା ।

Leave A Reply

Your email address will not be published.