Latest Odisha News

BREAKING NEWS

Browsing Tag

Arun Sahu

‘5T’ ନେଇ ଜୟନାରାୟଣଙ୍କୁ ଜବାବ ଦେଲେ ଅରୁଣ, କହିଲେ ଗାଁକୁ ଗଲେ ବୁଝିପାରିବେ

ଭୁବନେଶ୍ୱର - ଓଡ଼ିଶାର ପ୍ରତି ଗାଁକୁ ଯାଆନ୍ତୁ ବୁଝିପାରିବେ ‘5T’ କଣ, 5T ନେଇ ପ୍ରଶ୍ନ କରୁଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଆଜି ଏଭଳି ପାଲଟା ଆକ୍ରମଣ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପିତ ଏହି ‘୫-ଟି’…

‘ମୋ କଲେଜ’ ଅଭିଯାନ ସମ୍ପର୍କିତ ପ୍ରସ୍ତୁତି ବୈଠକ, ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କ ସହିତ କଥାହେଲେ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ବିକାଶ ଦିଗରେ ପୁରାତନ ଛାତ୍ରଛାତ୍ରୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କୁ ସେମାନଙ୍କର ଶିକ୍ଷାନୁଷ୍ଠାନ ସହିତ ଯୋଡ଼ିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନବ ପରିକଳ୍ପନା ‘ମୋ କଲେଜ’ । ଏହା ମାଧ୍ୟମରେ ରାଜ୍ୟରେ…

ଆରମ୍ଭ ହେଲା +୩ରୁ ଯୁକ୍ତ ୨ କଲେଜ ଅଲଗା ହେବା ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟର ଯୁକ୍ତ ୩ କଲେଜରୁ ଏବେ ଯୁକ୍ତ ଦୁଇ କନିଷ୍ଠକୁ କଲେଜ ଗୁଡିକୁ ଅଲଗା କରିବା ଲାଗି ଓଡିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରାଜ୍ୟ ସଚିବାଳୟ ଠାରେ ଗୁରୁବାର ଦିନ ଆୟୋଜିତ ଏକ ମିଳିତ ବୈଠକରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା…

ଆଗେ ଦାବି ପୂରଣ ତା’ ପରେ ୭ ଘଣ୍ଟା କାମ: ଶିକ୍ଷକ ସଂଘ

ଭୁବନେଶ୍ୱର : ଓଡିଶାର ବେସରକାରୀ କଲେଜର ଶିକ୍ଷକମାନେ ପ୍ରତିଦିନ ୭ ଘଣ୍ଟା ଡ୍ୟୁଟି କରିବା ନେଇ ରାଜ୍ୟ ସରକାର ଦେଇଥିବା ନିର୍ଦ୍ଦେଶକୁ କଡା ପ୍ରତିବାଦ କରିଛନ୍ତି। ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘର ୬୬୨ ବର୍ଗର ସଭାପତି ଗୋଲକ ନାୟକ ଗଣମାଧ୍ୟମକୁ ସୂଚନା ଦେଇ…