Latest Odisha News

BREAKING NEWS

Browsing Tag

Ashit Tripathy

ଆହୁରି ମାସେ ଯାଏଁ ଖୋଲିବନି ସପିଂ ମଲ୍‌, ମନ୍ଦିର

ଭୁବନେଶ୍ୱର: କେନ୍ଦ୍ର ସରକାର ଆସନ୍ତା ୮ ତାରିଖରୁ ମନ୍ଦିର ଖୋଲିବାକୁ ଗାଇଡଲାଇନ୍ ଜାରି କରିଥିବା ବେଳେ ରାଜ୍ୟ ସରକାର କିନ୍ତୁ କଟକଣା କଡାକଡି କରିଛନ୍ତି । ଜୁନ୍ ୩୦ ତାରିଖ ଯାଏ ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିବ । ଅର୍ଥାତ୍ ଶ୍ରଦ୍ଧାଳୁଙ୍କ ପାଇଁ ଆହୁରି ମାସେ ଯାଏ ମନ୍ଦିରରେ ପୂଜାର୍ଚ୍ଚନା…

ଜୁନ୍ ୩୦ ଯାଏଁ ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟଡାଉନ୍‌

ଭୁବନେଶ୍ୱର: କେନ୍ଦ୍ରର ଅନ୍‌ଲକ-୧କୁ ନେଇ ରାଜ୍ୟ ସରକାର ଜାରି କରିଛନ୍ତି ନୂଆ ଗାଇଡଲାଇନ୍ । ଅଧିକ କରୋନା ସଂକ୍ରମିତ ୧୧ଟି ଜିଲ୍ଲାରେ ଆସନ୍ତା ମାସେ ପର୍ଯ୍ୟନ୍ତ ଅର୍ଥାତ ଜୁନ୍ ୩୦ ଯାଏଁ ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା ହୋଇଛି । ଗଂଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର,…

ଓଡ଼ିଶାରେ କରୋନା ଜନିତ ମୃତ୍ୟୁହାର ସବୁଠୁ କମ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଭାରତ ତୁଳନାରେ ଓଡ଼ିଶାରେ କରୋନା ମୃତ୍ୟୁ ହାର ସବୁଠାରୁ କମ୍ । ସେହିପରି ଓଡ଼ିଶାରେ ସଂକ୍ରମଣ ହାର ମଧ୍ୟ କମ୍ ରହିଛି । ଆଜି ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ପଂଚାୟତସ୍ତରରେ ସଙ୍ଗରୋଧ କେନ୍ଦ୍ର…

ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ସ୍ଥିତି ସମୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ନେଇ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସ୍ଥିତିର ସମୀକ୍ଷା କରାଯାଇଛି । ଏଥିରେ ମୁଖ୍ୟ ଶାସନ ସଚିବ ସମ୍ଭାବ୍ୟ ବାତ୍ୟାକୁ ହାଲୁକା ଭାବେ ନିଅ ନାହିଁ, ବାତ୍ୟାର ସବୁଠୁ ଖରାପ ସ୍ଥିତିକୁ ସାମ୍ନା କରିବାକୁ…