Latest Odisha News
Browsing Tag

ATM

ଏଟିଏମରୁ ବାହାରିବ କଏନ; ୧୨ଟି ସହରରେ ମୁଦ୍ରା ଭେଣ୍ଡିଂ ମେସିନ୍‌ ଆରମ୍ଭ

ନୂଆଦିଲ୍ଲୀ: ଏଟିଏମରୁ ବାହାରିବ କଏନ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଦେଲେ ସୂଚନା। ମୁଦ୍ରାଗୁଡ଼ିକର ବ୍ୟବହାରକୁ ସହଜ କରିବା ପାଇଁ ଆରବିଆଇ QR କୋଡ୍ ଆଧାରିତ ମୁଦ୍ରା ଭେଣ୍ଡିଂ ମେସିନ୍ ଲଞ୍ଚ କରିବ । ଏ ନେଇ ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ସୂଚନା…

ଟଙ୍କା ଚୋରି କରି ନପାରିବାରୁ ATM କାଚ ଭାଙ୍ଗିଦେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଏଟିଏମରୁ ଟଙ୍କା ଚୋରି କରିବାକୁ ଆସିଥିଲେ ଦୁର୍ବୃତ୍ତ । ଆଉ ଟଙ୍କା ଚୋରି ନକରି ପାରି ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ଏଟିଏମ୍ କାଚ ଭାଙ୍ଗି ଦେଇଛନ୍ତି । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ସହର ଚିନି ଫ୍ୟାକ୍ଟ୍ରି ଛକରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଏଟିଏମରେ ।…

୫ ଶହ ଉଠାଇଲେ ୨୫୦୦ ଟଙ୍କା ଦେଉଛି ଏହି ATM

ମୁମ୍ବାଇ: ଏଟିଏମରେ ଧାଡ଼ିରେ ଛିଡ଼ା ହେବାକୁ କାହାରିକୁ ବା ଭଲ ଲାଗେ । କିନ୍ତୁ ଯଦି ଆପଣଙ୍କୁ କୁହାଯିବ ଏଟିଏମରୁ ୫ ଶହ ଟଙ୍କା ଉଠାଇଲେ ୨୫୦୦ ଟଙ୍କା ବାହାରୁଛି ତ ଆପଣ ନିଶ୍ଚୟ ଭୋକ ଶୋଷ ଭୁଲି ଲମ୍ବା ଧାଡ଼ିରେ ଛିଡ଼ା ହୋଇଯିବେ । ଆଜ୍ଞା ହଁ… ଏମିତି ହିଁ ଘଟିଛି ମହାରାଷ୍ଟ୍ରର ନାଗପୁର…

ଦେଶର ଏହି ୩ଟି ବ୍ୟାଙ୍କ୍‌ ଗ୍ରାହକଙ୍କୁ ଦେଉଛି ମାଗଣା ଏଟିଏମ୍‌ ଟ୍ରାନ୍‌ଜାକ୍ସନର ସୁବିଧା

ନୂଆଦିଲ୍ଲୀ: ଦେଶର ଏହି ୩ଟି ବ୍ୟାଙ୍କ୍‌ ଗ୍ରାହକଙ୍କୁ ମାଗଣା ଏଟିଏମ୍‌ ଟ୍ରାନ୍‌ଜାକ୍ସନ ପ୍ରଦାନ କରୁଛି। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗ୍ରାହକଙ୍କ ଉପରେ ଆଦାୟ ହେଉଥିବା ଏଟିଏମ୍ ଶୁଳ୍କ ବୃଦ୍ଧି କରିବାକୁ ବ୍ୟାଙ୍କଗୁଡିକୁ ଅନୁମତି ଦେଇଛନ୍ତି। ତେବେ ଦେଶରେ ଏହି ତିନୋଟି ଘରୋଇ ବ୍ୟାଙ୍କ…

ଫେବୃଆରୀ ୧ ରୁ ଏହିସବୁ କ୍ଷେତ୍ରରେ ହୋଇପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଫେବୃଆରୀ ୧ ରୁ ଏଟିଏମ୍ ୱିଥ୍‌ଡ୍ରାଲ୍‌ ଏବଂ ଅନ୍ୟାନ୍ୟ ନିୟମରେ ଲୋକମାନେ କିଛି ପରିବର୍ତ୍ତନର ସମ୍ମୁଖୀନ ହେବେ। ଗ୍ୟାସ ସିଲିଣ୍ଡରର ମୂଲ୍ୟ: ତେଲ ମାର୍କେଟିଂ କମ୍ପାନୀଗୁଡିକ ସୋମବାର ଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ସଂଶୋଧନ କରିବେ ବୋଲି ଆଶା କରାଯାଉଛି। ଜାନୁଆରୀ ମାସରେ…

[ଭିଡିଓ] ବ୍ୟାଙ୍କ ଏଟିଏମ୍‌ରେ ମିଳୁଛି ଫଳରସ !

ମହାରାଷ୍ଟ୍ର: ଏଥର ଏଟିଏମ୍‌କୁ ଟଙ୍କା ଉଠାଣ କରିବାକୁ ଗଲେ ମିଳିବ ତାଜା ଫଳରସ । ଏଟିଏମ୍‌ରେ ଲାଗିଥିବା ଏୟାର କଣ୍ଡିସନ୍‌ର ମଜା ନେଇ ଚୌକିରେ ବସି ପିଇପାରିବେ ଫଳରସ । ହେଲେ ଏଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡିବ । କୌଣସି ସରକାରୀ ଯୋଜନା ଅଧିନରେ ଏହି ସୁବିଧା ଉପଲବ୍‌ଧ ହୋଇନି । ବରଂ…

ଯାଜପୁରରେ ଏଟିଏମ୍ ଲୁଟିଲେ ଦୁବୃର୍ତ୍ତ

ଯାଜପୁର : ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ଥିବା ଏଚଡିଏଫସି ବ୍ୟାଙ୍କ ଏଟିଏମରୁ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଲୁଟ୍ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ସ୍ଥାନୀୟ ବାସିନ୍ଦା ମାନେ ଏଟିଏମ୍ ଭଙ୍ଗା ହୋଇଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ ।…