Latest Odisha News
Browsing Tag

azad hind fauj

ନେତାଜୀ ୧୯୪୩ରେ ପୋର୍ଟବ୍ଲେୟାରରୁ ଉଡ଼ାଇଥିଲେ ସ୍ବାଧୀନତାର ପତାକା

ଭୁବନେଶ୍ୱର: ଭାରତର ସ୍ବାଧୀନତା ପାଇଁ ଅନେକ ଦେଶପ୍ରେମୀ ବଳୀଦାନ ଦେଇଥିଲେ । ଦେଶ ଯେତେବେଳେ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛି ସେତେବେଳେ ସେହି ଦେଶପ୍ରେମୀଙ୍କୁ ଆଜି ସାରା ଦେଶ ସ୍ମରଣ କରୁଛି । ସ୍ବାଧୀନତା ସଂଗ୍ରାମ ସମୟର ଅନେକ କଥା ଅଛି ଯାହା ଆଜିବି ଜାଣିଲେ ମନରେ ନୂତନ ଆଶା ସୃଷ୍ଟି…

ନେତାଜୀଙ୍କୁ ମନେ ପକାଉଛି ଦେଶ, ଜାଣନ୍ତୁ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ସଂଘର୍ଷର କାହାଣୀ…

ଭୁବନେଶ୍ୱର: ୧୮୯୭ ମସିହାରେ କଟକର ଏକ ବଙ୍ଗାଳି ପରିବାରରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଆଜି ସମଗ୍ର ଦେଶ ନେତାଜୀଙ୍କ ୧୨୫ ତମ ଜୟନ୍ତୀ ପାଳନ କରୁଛି । ବ୍ରିଟିଶ୍ ବିରୋଧରେ ଭାରତର ସ୍ୱାଧୀନତା ଆନ୍ଦୋଳନକୁ ସ୍ମରଣ କଲେ ସମସ୍ତଙ୍କ ମନରେ ଆସେ ସୁଭାଷ ଚନ୍ଦ୍ର ବୋଷଙ୍କ ନାମ ।…

କିପରି ଗଠନ ହେଲା ନେତାଜୀଙ୍କ ‘ଆଜାଦ ହିନ୍ଦ ଫୌଜ’, ଜାଣନ୍ତୁ…

ଭୁବନେଶ୍ୱର: ୧୯୪୩ ମସିହା ଅକ୍ଟୋବର ୨୧ ତାରିଖ । ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସରେ ଏକ ଅବିସ୍ମରଣୀୟ ଦିନ । ଏହିଦିନ ଏସିଆ ମହାଦେଶରେ ପ୍ରତିଷ୍ଠିତ "ଭାରତୀୟ ସ୍ୱାଧିନତା ଲିଗ୍"ର ସିଙ୍ଗାପୁର ଠାରେ ଅନୁଷ୍ଠିତ ହେଉଥିବା ସମ୍ବିଳନୀରେ ଭାରତୀୟ ସ୍ୱାଧିନତା ସଂଗ୍ରାମର ଦୁର୍ଦ୍ଦଶ ବୀର ନୋତାଜୀ…