Latest Odisha News

BREAKING NEWS

Browsing Tag

Baba Akhandalamani

ସୋମବାରଠୁ ଭକ୍ତଙ୍କ ଲାଗି ଖୋଲୁଛି ଆଖଣ୍ଡଳମଣି ମନ୍ଦିର

ଭଦ୍ରକ: ଭଦ୍ରକ ଜିଲ୍ଲାର ଆରଡି ସ୍ଥିତ ଆଖଣ୍ଡଳମଣି ମନ୍ଦିର ସୋମବାର ଦିନ ଠାରୁ ଖୋଲିବାକୁ ଯାଉଛି। ଏନେଇ ରବିବାର ଦିନ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତିରେ ଭଦ୍ରକ ସବ୍-କଲେକ୍ଟର ପିତାମ୍ବର ସାମଲ କହିଛନ୍ତି ଯେ ଡିସେମ୍ବର ୨୮ ଏବଂ ୨୯ ତଥା ପ୍ରଥମ ଦୁଇ ଦିନ କେବଳ ସେବାୟତ ଏବଂ ସେମାନଙ୍କ…

ଜାନୁଆରୀ ୩ରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିବ ଆଖଣ୍ଡଳମଣି ମନ୍ଦିର

ଭଦ୍ରକ: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣି ମନ୍ଦିର ଡିସେମ୍ବର ୨୮ରୁ ପୁଣି ଖୋଲିବ। ହେଲେ ପ୍ରଥମେ ସେବାୟତ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଦର୍ଶନ ଅନୁମତି ମିଳିବ। ଏନେଇ ସୋମବାର ଦିନ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ। ସେ କହିଛନ୍ତି ଯେ କୋଭିଡ-୧୯ ପ୍ରୋଟୋକଲ ମଧ୍ୟରେ…

ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ପୀଠକୁ ନେଇ କ’ଣ ରହିଛି ଲୋକକଥା, ଜାଣନ୍ତୁ

ଭୁବନେଶ୍ୱର: ଆଖଣ୍ଡଳମଣି ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡ଼ିଠାରେ ଅବସ୍ଥିତ ଏକ ପ୍ରମୁଖ ଶୈବ ପୀଠ। ଏହା ବୈତରଣୀ ନଦୀ କୂଳରେ ଆରଡ଼ି ଠାରେ ଅବସ୍ଥିତ। ଭଦ୍ରକ ସହର ଠାରୁ ପାଖାପାଖି ୪୦ କି.ମି. ଦୂରରେ ଏହା ଅବସ୍ଥିତ । ବୈତରଣୀ ଓ ସାଳନ୍ଦୀ ନଦୀଦ୍ଵୟର ସଙ୍ଗମସ୍ଥଳରେ ଆଖଣ୍ଡଳେଶ୍ଵର ବା ଆଖଣ୍ଡଳମଣି ବା…

ମେ’ ୨୭ରେ ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ; ଆରଡ଼ିରେ ଉଠିଲା ଲଗ୍ନଥାଳ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପାରମ୍ପରିକ ବିବାହ ଉତ୍ସବ ଆସନ୍ତା ମେ’ ୨୭ ତାରିଖରେ ଅନୁଷ୍ଠିତ ହେବ । ଏହି ଦେବଦମ୍ପତିଙ୍କ ବିବାହ ଉତ୍ସବ ଲାଗି ସୋମବାର ଦିନ ବିଧି ମୁତାବକ ଲଗ୍ନଥାଳ ଉଠିଛି । ମିଳିଥିବା ସୂଚନାନୁଯାୟୀ, ଆରଡ଼ିର…