Latest Odisha News

BREAKING NEWS

Browsing Tag

Baby Elephant Rescued

[ଦେଖନ୍ତୁ ଭିଡିଓ] କୂଅରୁ ଉଦ୍ଧାର ହେଲା ହାତୀଛୁଆ : ୫ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର

ଯାଜପୁର : କୂଅରୁ ଉଦ୍ଧାର ହେଲା ହାତୀ ଛୁଆ । ଯାଜପୁର ଦେହୁରିଗଡ଼ ନିକଟରେ ପରିତ୍ୟକ୍ତ କୂୂଅରେ ଖସିପଡ଼ିଥିଲା ହାତୀ ଛୁଆ । ସ୍ଥାନୀୟ ଲୋକ ଏନେଇ ବନବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବଇରୀ ଓ ଚଣ୍ଡିଖୋଲ ବନ କର୍ମଚାରୀମାନେ ପହଞ୍ଚି ୫ ଘଣ୍ଟାର ଉଦ୍ୟମ ପରେ ଜେସିବି ସାହାଯ୍ୟରେ କୂଅ ଭିିତରୁ…

୧୦ ଘଣ୍ଟା ପରେ କୂଅ ଭିତରୁ ହାତୀ ଛୁଆ ଉଦ୍ଧାର

ବାରିପଦା: ୧୦ ଘଣ୍ଟା ପରେ କୂଅ ଭିତରେ ଖସି ପଡ଼ିଥିବା ଛୁଆ ହାତୀ ଉଦ୍ଧାର ।ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ୍ ସୁରେଇଡ଼ିହି ଗାଁ କୂଅରେ ଖସିପଡ଼ିଥିବା ହାତୀ ଛୁଆ ଆଜି ଉଦ୍ଧାର ହୋଇଛି। ଦୀର୍ଘ ୧୦ ଘଣ୍ଟା ପରେ ବନବିଭାଗ ଓ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର ହୋଇଛି ଛୁଆ ହାତୀ। କୂଅରେ…

କୂଅରୁ ଉଦ୍ଧାର ହାତୀ ଛୁଆକୁ କପିଳାସ ପଠାଇଲା ବନ ବିଭାଗ

କେନ୍ଦୁଝର: ହାତୀ ଛୁଆକୁ କପିଳାସ ପଠାଇଲା ବନ ବିଭାଗ। ୧୫ଫୁଟ୍ କୂଅରୁ ସୁରକ୍ଷିତଭାବେ ଉଦ୍ଧାର ହୋଇଥିଲା ହାତୀ ଛୁଆ। ବନ ବିଭାଗ ହାତୀ ଛୁଆକୁ ମା ହାତୀ ଓ ତାର ପରିବାର ପାଖରେ ଛାଡ଼ିବା ପାଇଁ ଚେଷ୍ଟା କରିଥିଲା। ହେଲେ ସେଥିରେ ସଫଳ ହୋଇପାରିନଥିଲେ। ହାତୀ ଛୁଆକୁ ବଞ୍ଚେଇବା ପାଇଁ ସରକାରଙ୍କ…

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ ଛୁଆ

ସମ୍ବଲପୁର: କୂଅରେ ଖସିପଡିଲା ହାତୀ ଛୁଆ । ଶେଷରେ ବହୁ ପରିଶ୍ରମ ପରେ ବନବିଭାଗ ହାତୀ ଛୁଆକୁ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଛି । ଗତ ବିଳମ୍ବିତ ରାତିରେ ସମ୍ବଲପୁର ରେଢ଼ାଖୋଲ ଅଂଚଳରେ ଘଟିଛି ଏଭଳି ଘଟଣା । ରେଢ଼ାଖୋଲ ବନଖଣ୍ଡ ବଡ଼ବାହାଲ ରେଂଜର ବଡକଷିବାହାଳ ଗାଁରେ ହାତୀ ପଲ ଧାନ ଫସଲ…