Latest Odisha News

BREAKING NEWS

Browsing Tag

Balaram Pujari

କବିତା : ମାଲ୍ୟବନ୍ତରେ ଶୀତ

ବଳରାମ ପୂଜାରୀ ଥୁଡୁଥୁଡିଆ ଜାଡରେ ଥରୁଥିଲା ଶୀତ ଅଗନି ଅଗନି ଅଗଣାରେ ଓହ୍ଲାଉଥିଲା ଶୀତ , କୋହଲା କାକର ବୁନ୍ଦାରେ ଭିଜୁଥିଲା ଶୀତ , ଅଳସୀ ଫୁଲ ଡାଳରେ ଝୁଲୁଥିଲା ଶୀତ ଧାଂଗଡି ଅଣ୍ଟା ସୂତାରେ ଗୁନ୍ଥା ହୋଇଥିଲା ଶୀତ , ଧୂଂଗିଆ ପିକା ଧୂଆଁରେ ଉଷୁମ ଟାଣୁଥିଲା ଶୀତ ଶିଆଡିପତ୍ରରୁ…

ପୁସ୍ତକ ପରିଚୟ : ଈଶ୍ୱରଙ୍କ ଭାଡ଼ି

ଈଶ୍ୱରଙ୍କ ଭାଡ଼ି କବି : ବଳରାମ ପୂଜାରୀ ପ୍ରକାଶକ : ପେନ ଇନ ବୁକ୍ସ ଭୁବନେଶ୍ୱର ପୃଷ୍ଠା : ୧୨୮ ମୂଲ୍ୟ : ୧୯୯ କବିତା ଯାହା ମନକୁ ଛୁଏଁ, ଯାହା ହୃଦୟରେ ଆବେଗ ଭରେ, ଯାହା ପ୍ରାଣକୁ ପୁଲକିତ କରେ, ଯାହା ସବୁ ଅନୁଭବରେ ଜୀବନ ଭରିପାରେ, ସେ ହିଁ ଯେ ନିର୍ଜୀବକୁ ବି ଦେଇପାରେ ମୋକ୍ଷ,…

ଆମ ଅସ୍ମିତା ଓ ଅସ୍ତିତ୍ବର ଅନ୍ୟ ନାମ ସାହିତ୍ୟ ହେଉ : ବଳରାମ ପୂଜାରୀ

ମାଟି ଓ ମାଟିମନସ୍କତାକୁ ନେଇ ସବୁବେଳେ କବିତା ଲେଖୁଥିବା କବି ବଳରାମ ପୂଜାରୀ , ଓଡ଼ିଆ ସାହିତ୍ୟ ଜଗତର ଏକ ସଶ୍ରଦ୍ଧ ନାମ । ତାଙ୍କ କବିତା ପାହାଡ଼ର କଥା କହେ , ନଦୀର କଥା କହେ , ଡଙ୍ଗରର ଚିତ୍ର ସଜାଏ ପୁଣି ଆଦିବାସୀମାନଙ୍କ ଜୀବନର ଗୀତ ଗାଏ । ନିଜ ଜନ୍ମମାଟିର ପ୍ରତିଟି ଅଣୁକଣାରେ…

କବିତା : ଜୀବନ

ବଳରାମ ପୂଜାରୀ ଆଞୁଳାଏ ଆୟୁଷରୁ ଉଧାର ଆଣିଥିବା ବୁନ୍ଦାଏ ଅତଏବ, ଗାଁରୁ ମଶାଣୀ ମୁହାଁ ସରୁ ପାଦଚଲା ରାସ୍ତାରୁ ଦୁଇ ପାଦ ଭୂମି , ସବୁ ମୋହମାୟାର ଉର୍ଦ୍ଧ୍ବମୁଖୀ ଅଣଚାଷ ଅବଶୋଷ ମାନେ , ସନ୍ଧାନର ସନ୍ଧିରେ ସମାଧିସ୍ଥ ପାଣି ଫୋଟକା ମାନେ ହିଁ ତ ଜୀବନ ।। ସବୁ ନିର୍ଣ୍ଣୟମାନଙ୍କୁ…

ଅନୁଭୂତିରେ ରଥଯାତ୍ରା : ବଳରାମ ପୂଜାରୀ 

ଦିବ୍ୟ ଅନୁଭୂତି  ପରମବ୍ରହ୍ମଙ୍କ ଅପାର ଲୀଳା ।ଅଲୌକିକ,ଅବର୍ଣ୍ଣନୀୟ ତାଙ୍କ ଭିଆଣ । କାହାକୁ ଓଦା ସରସର ପ୍ରଶାନ୍ତିରେ ଭିଜେଇ ଦିଅନ୍ତି ତ କାହାକୁ ପରୀକ୍ଷା କରାଇ କରାଇ ହାଲିଆ କରିଦିଅନ୍ତି । ମୋର ଠିକ୍ ମନେ ଅଛି , ଶ୍ରୀ କ୍ଷେତ୍ର ଆସିବାର ସୁଯୋଗ ଟିଏ ସୃଷ୍ଟି ହୋଇଥିଲା ୨୦୦୮ମସିହାରେ ।…

କବିତା : ପୃଷ୍ଠାଏ ଭୂପୃଷ୍ଠ

ବଳରାମ ପୂଜାରୀ  ଉତ୍ତପ୍ତ ତତ୍ତ୍ୱର ତତ୍ତ୍ୱାବଧାନରେ କଡ ଲେଉଟାଉଥିଲା ପୃଥିବୀ, ଭଙ୍ଗା ଭଙ୍ଗା ମନ ନେଇ ସଜେଇ ହେଉଥିଲେ ଦୂବରୁ ମହାଦ୍ରୁମ ଯାଏଁ ରଜସ୍ୱଳା ହେଉଥିଲେ ,ମାଣ ମାଣ ଭାଗ୍ୟରେଖା, ଫଟା ମାଟି ଆଁ କରି ଅନାଇ ଥିଲା ଆକାଶ ଭର୍ତ୍ତି ମେଘ ମାନଙ୍କ ଛାଇକୁ ଶୁଖିଲା ଜମିରେ ସୁନା…