Latest Odisha News
Browsing Tag

Baliguda

ଅନେକ ସ୍ଥାନରେ ଭାସିଗଲା ପୋଲ, ଏକାଧିକ ଗାଁ ବାହ୍ୟ ଜଗତରୁ ବିଛିନ୍ନ

ବାଲିଗୁଡ଼ା: ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଲଗାଣ ବର୍ଷାରେ ବେହାଲ୍ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳ । ଖଡଗ୍ ନଦୀ, ରାଉଳ ନଦୀ, ଦମଦେଇନାଳ ଭଳି ବିଭିନ୍ନ ଛୋଟବଡ଼ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଅନେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା…

ଲଗାଣ ବର୍ଷାରେ ଧସିଲା କରଡ଼ା ଘାଟି, ଯାତାୟାତ ବାଧାପ୍ରାପ୍ତ

ବାଲିଗୁଡ଼ା: ଲଗାଣ ବର୍ଷାରେ ଧସିଲା କରଡ଼ା ଘାଟି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କରଡ଼ା ଘାଟି ଧସିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଘାଟିର ୩ଟି ସ୍ଥାନରେ ପାର୍ଶ୍ଵ କାନ୍ଥ ଧସିଯିବା ଫଳରେ ଟ୍ରକ, ବସ୍ ଯାତାୟତ ବନ୍ଦ ରହିଛି । କିଛି ଲୋକେ ବିପଦ ସଂକୁଳ…

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଦେଢ଼ କିଲୋମିଟର ଭାରରେ ବୋହି ପ୍ରସୂତିଙ୍କୁ ମେଡିକାଲ ଆଣିଲେ ୧୦୮ କର୍ମଚାରୀ

ବାଲିଗୁଡ଼ା: ଗାଁ ଅଛି ହେଲେ ରାସ୍ତା ନାହିଁ । ଫଳରେ ବାଧ୍ୟ ହୋଇ ପରିବାରର ସଦସ୍ୟଙ୍କ ସହିତ ଗର୍ଭବତୀଙ୍କୁ ଆଣିବାକୁ ଯାଇଥିବା ୧୦୮ ଆମ୍ବୁଲାନ୍ସର କର୍ମଚାରୀ ମାନବିକତା ଦେଖାଇ ଏକ ଭାରରେ ପ୍ରାୟ ଦେଢ଼ କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଛନ୍ତି । କନ୍ଧମାଳ ଜିଲ୍ଲା ସାରଙ୍ଗଡ଼…

ବୁଡ଼ାଗୁଡ଼ା ଜଙ୍ଗଲରୁ ମାଟି ତଳୁ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର ଘଟଣାରେ ୩ ଗିରଫ, ସାମ୍ବାଦିକ ସମ୍ମିଳନୀରେ ବାଲିଗୁଡ଼ା…

ବାଲିଗୁଡା: ହାତ୍ୟା ଘଟଣାର ପର୍ଦ୍ଦାଫାସ । ବାଲିଗୁଡା ଥାନା ରେବୀଙ୍ଗିଆ ନିକଟସ୍ଥ ବୁଡ଼ାଗୁଡ଼ା ଜଙ୍ଗଲରୁ ମାଟି ତଳୁ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର ଘଟଣା l ହତ୍ୟାକାଣ୍ଡ ଘଟଣାରେ ତିନି ଜଣକୁ ଗିରଫ କରିଛି ବାଲିଗୁଡା ପୋଲିସ l ଗିରଫ ଅଭିଯୁକ୍ତ ପଡି ଗାଁର ଅଜୁ ବଗର୍ତି, ବିପିନ ବଗର୍ତି ଓ ଭଇରା…