Latest Odisha News

BREAKING NEWS

Browsing Tag

Balugaon

ରେଲୱେ ପିଛା ଛାଡ଼ୁନି ଅଘଟଣ, କୋଇଲା ବୋଝେଇ ମାଲବାହୀ ଟ୍ରେନରେ ଲାଗିଲା ନିଆଁ

ଭୁବନେଶ୍ୱର: ଭାରତୀୟ ରେଳବାଇ ପିଛା ଛାଡ଼ୁନି ଅଘଟଣ । ୨ ଦିନ ମଧ୍ୟରେ ରାଜ୍ୟର ୩ଟି ସ୍ଥାନରେ ଟ୍ରେନ୍ ସହ ଜଡ଼ିତ ଛୋଟ ଛୋଟ ଅଘଟଣ ଘଟିଛି । ଶୁକ୍ରବାର ରାତିରେ ଖରିଆଡ଼ ରୋଡରେ ପୁରୀ ଇଣ୍ଟରସିଟିର ଏସି କୋଚରେ ନିଆଁ ଲାଗିଥିବା ବେଳେ ଆଜି ବାଲୁଗାଁ ନିକଟରେ କୋଇଲା ବୋଝେଇ ମାଲବାହୀ ଟ୍ରେନରେ ନିଆଁ…

ସ୍କୁଲରେ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ; ପ୍ରଧାନଶିକ୍ଷକଙ୍କୁ ଦେଲେ ଦୋଷ

ବାଲୁଗାଁ: ମଶା ମରା ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସ୍କୁଲ ଶିକ୍ଷୟିତ୍ରୀ । ବାଲୁଗାଁ ସ୍ଥିତ ପଞ୍ଚୁପଲ୍ଲୀ ସୋମନାଥ ଉଚ୍ଚ ବିଦ୍ୟଳୟର ଇଂରାଜୀ ଶିକ୍ଷୟିତ୍ରୀ ସନ୍ତୋଷୀ ବେହେରା ପ୍ରଧାନ ଶିକ୍ଷକଙ୍କୁ ଦୋଷ ଦେଇ ଆତ୍ମହତ୍ୟା ପାଇଁ ଚେଷ୍ଟା କରିଛନ୍ତି । ଶିକ୍ଷୟିତ୍ରୀ ସନ୍ତୋଷୀ…

ରୋଷେଇ ବେଳେ ଫାଟିଲା ଗ୍ୟାସ୍ ଟାଙ୍କି, ନିଆଁ ଲାଗି ୭ ଆହତ

ଖୋର୍ଦ୍ଧା: ରୋଷେଇ ବେଳେ ଗ୍ୟାସ୍ ଟାଙ୍କିରେ ଲାଗିଲା ନିଆଁ । ପରେ ଫାଟିବାରୁ ୭ ଜଣ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରମ୍ଭାରୀମୁଣ୍ଡା ଗାଁରେ ଏହି ଘଟଣା ଘଟିଛି । ଗାଁର ରବୀନ୍ଦ୍ର ପ୍ରଧାନଙ୍କ ଘରେ ରୋଷେଇ ଚାଲିଥିବା ବେଳେ ହଠାତ୍ ଗ୍ୟାସ୍ ଟାଙ୍କିରେ ନିଆଁ…

ମାଛ ମାର୍କେଟ ସିଲ୍‌, ଗଞ୍ଜାମକୁ ଯିବନି ଚିଲିକା ମାଛ

ଖୋର୍ଦ୍ଧା: ଚିଲିକା କୂଳ ମାଛ ମାର୍କେଟ ସିଲ୍ । ୭ ଦିନ ପାଇଁ ମାଛ ମାର୍କେଟକୁ ସଟଡାଉନ୍ କରାଯାଇଛି । ଜଣେ ମାଛ ବ୍ୟବସାୟୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । କରୋନା ଭୟରେ ୨ଟି ମାଛ ଗୋଦାମ ସହ ୩ଟି ଆଇସ୍ ଫ୍ୟାକ୍ଟରୀକୁ ସିଲ୍ କରାଯାଇଛି ।…