Latest Odisha News
Browsing Tag

bandh

ସିଡିଏମଓଙ୍କ ନିଲମ୍ବନକୁ ବିଜେପିର ବିରୋଧ, ୬ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା

ସୁନ୍ଦରଗଡ: ‘ମୋ ସରକାର’ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଅବହେଳା କରିଥିବା ଦର୍ଶାଇ ଓଡିଶା ସରକାର ଗତ ରବିବାର ଦିନ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ (ସିଡିଏମଓ) ପଙ୍କଜ ପଟେଲଙ୍କୁ ନିଲମ୍ବିତ କରିଥିଲେ । ଯାହାକୁ ବିରୋଧ କରି ବିଜେପି ପକ୍ଷରୁ ଆଜି ୬ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା…

ଭଦ୍ରକରେ ବସ୍ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲାର ଅନେକ ବ୍ଲକ୍ ଓ ପଞ୍ଚାୟତକୁ ଚଳାଚଳ କରୁଥିବା ଛୋଟଛୋଟ ଗାଡି ଗୁଡିକୁ ବିରୋଧ କରି ଭଦ୍ରକ ଘରୋଇ ବସ୍ ମାଲିକ ସଂଘ ସିଣ୍ଡିକେଟ୍ ପକ୍ଷରୁ ଗୁରୁବାର ଦିନ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ସଂଘର ସିଣ୍ଡିକେଟ୍ ସଦସ୍ୟ କହିଛନ୍ତି ଯେ, ଜିଲ୍ଲାର…

ଦଶପଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବାଧାପ୍ରାପ୍ତ

ଦଶପଲ୍ଲା : ନୟାଗଡ ଜିଲ୍ଲାର ଦଶପଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଦଶପଲ୍ଲା ସବ୍-ଜେଲକୁ ନୟାଗଡ ସ୍ଥାନାନ୍ତର କରାଯିବା ନିଷ୍ପତ୍ତି ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ ବିକ୍ଷୋଭକାରୀମାନେ…

କୃଷକ ପରିଷଦ ପକ୍ଷରୁ ବୀରମହାରାଜପୁର ବନ୍ଦ ଡାକରା

ସୋନପୁର : ସୋନପୁର ଜିଲ୍ଲା ବୀରମହାରାଜପୁରରେ ସୋମବାର ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ବୀରମହାରାଜପୁର କୃଷକ ପରିଷଦ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପ୍ରଭାବରେ ବିଭିନ୍ନ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ଗାଡି ଚଳାଚଳ ବନ୍ଦ ରହିବା…