ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩୮)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୮
ଗୁରୁବାକ୍ୟ ଚିରସ୍ମରଣୀୟ। ଅଦମ୍ୟ ଉତ୍ସାହ ତଥା ଆକର୍ଷଣ ଫଳରେ ଗୁରୁଙ୍କ କଥାମାନି, ଦିନେ ମୁଁ ଧାଇଁଲି ସେ ଅଗଣାକୁ, ଟିକିଏ ଦେଖି ଆସିବାକୁ। ବିରାଟ ବଙ୍କିଂହାମ ରାଜପ୍ରାସାଦ ଶୈଳୀରେ ସୁନ୍ଦର ପ୍ରାସାଦ। ସୁଦୃଶ୍ୟ…