Latest Odisha News

BREAKING NEWS

Browsing Tag

Barabati

ପାସ୍ ବ୍ୟବସ୍ଥା ଫେଲ୍, ଚାରିଆଡୁ ଅସନ୍ତୋଷ

ଭୁବନେଶ୍ବର: ବାରବାଟୀ ମ୍ୟାଚର ଫଳାଫଳରେ ପ୍ରଶଂସକ ନିରାଶ ହୋଇଛନ୍ତି ସତ । ତେବେ ଖେଳରେ ତ ହାର ଜିତ ରହିଛି । ଆଜି ନହେଲେ କାଲି ପୁଣି ଜିତିବ ଟିମ ଇଣ୍ଡିଆ । କିନ୍ତୁ ଏଠି ଅନ୍ୟ ଏକ କାରଣକୁ ନେଇ ସବୁଠି ଚର୍ଚା ହେଉଛି । ତାହା ହେଉଛି ମ୍ୟାଚ ଦେଖିବା ପାଇଁ ପାସ ବ୍ୟବସ୍ଥା । ଏଠାରେ…

ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା, ବ୍ୟାଟିଂ କରିବ ଭାରତ

କଟକ: ବାରବାଟିରେ ଆଜି ଖେଳା ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି । ପ୍ରଥମେ ଟସ୍ ଜିତି ଭ୍ରମଣକାରୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଇଛି । ପ୍ରଥମେ ଭାରତୀୟ ଦଳ ବ୍ୟାଟିଂ କରିବ । ଘରୋଇ ପିଚରେ ଭାରତକୁ ସମର୍ଥନ ପାଇଁ ବାରବାଟିରେ ବେଶ୍ ଭିଡ଼ ଜମିଛି । ଚୂଡ଼ାନ୍ତ ଏକାଦଶରେ ଭାରତୀୟ ଦଳରେ…

ବାରବାଟି ଲଢ଼େଇ : ଜିତିବୁ କହିଲେ ଭୁବନେଶ୍ବର

ଭୁବନେଶ୍ବର:  ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି  ସଂଧ୍ୟା 7ଟାରେ ବାରବାଟିରେ ଖେଳାଯିବ । ଏଥିପାଇଁ ବାରବାଟିରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ସାରା ରାଜ୍ୟରୁ କ୍ରିକେଟ ପ୍ରଶଂସକମାନେ ଏକତ୍ରିତ ହୋଇଛନ୍ତି ।…

ଷ୍ଟାଡିୟମରେ ମ୍ୟାଚ ଦେଖିବେ ବୋଲି ରାତିରେ ଟିକେଟ କାଉଣ୍ଟର ଆଗରେ କ୍ରିକେଟ ପ୍ରେମୀଙ୍କ ଗହଳି

କଟକ: ଯେଉଁ କ୍ରିକେଟ୍ ପ୍ରେମୀମାନେ ବାରବାଟୀ ଷ୍ଟାଡିୟମରେ ହାଇଭୋଲଟେଜ ମ୍ୟାଚ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ସେମାନେ ଏବେ ଷ୍ଟାଡିୟମର ଟିକେଟ କାଉଣ୍ଟର ଆଗରେ ଭିଡ ଜମାଇବା ଆରମ୍ଭ କରି ଦେଇଛନ୍ତି। ଏତେ ଗହଳି ଭିତରେ ଟିକେଟ ମିଳିବ କି ନାହିଁ ସନ୍ଦେହ କରି ସକାଳେ ଟିକେଟ କାଉଣ୍ଟର ଖୋଲିବା…

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ପେଟିଏମରେ ଟିକେଟ୍ ବିକ୍ରି ଆରମ୍ଭ

ଭୁବନେଶ୍ୱର: ଆସନ୍ତା ଜୁନ୍ ୧୨ରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଜୁନ୍ ୧ ତାରିଖରୁ ଟିକେଟ୍ ବିକ୍ରି ଆରମ୍ଭ ହେଉଛି । ବୁଧବାର ସକାଳ ୧୧ଟା ବେଳରୁ ଅନଲାଇନ ଟିକେଟ୍ ବିକ୍ରି ଆରମ୍ଭ ହେବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଅନଲାଇନ…