Latest Odisha News

BREAKING NEWS

Browsing Tag

Bee Attack

ମହୁମାଛି ଆକ୍ରମଣରେ ଦୁଇଜଣ ଗୁରୁତର

କାମାକ୍ଷାନଗର: ମହୁମାଛି ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଛି । ଢ଼େଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ଲତାବିଲ ସାହିରେ ଘଟିଛି ଏହି ଘଟଣା । ଦୁଇଜଣ ଗୁରୁତରମାନେ ଲତାବିଲ ସାହିର ପ୍ରତାପ କୁମାର ବେହେରା ଓ ପ୍ରଦୀପ୍ତ ଦାଶ । ସୂଚନା ଅନୁସାରେ, ପ୍ରତାପ ନିଜ ବାଡ଼ିରେ ଚାଷ କାମ…

ମହୁମାଛି ଆକ୍ରମଣରେ ବାପା-ଝିଅ ମୃତ

ସୁନ୍ଦରଗଡ଼: ମହୁମାଛି ମାରି ଦେଲେ । ମହୁମାଛି ଆକ୍ରମଣରେ ଗଲା ବାପା-ଝିଅଙ୍କ ଜୀବନ । ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ରାଜଗାଙ୍ଗପୁର ବ୍ଲକ ପାନପୋଷ ପଞ୍ଚାୟତର ଗୌନ୍ତିଆ ପଡ଼ାରେ ମହୁମାଛି ଆକ୍ରମଣରେ ବାପା-ଝିଅଙ୍କର ଅକାଳ ବିୟୋଗ ହୋଇଛି । ମୃତକମାନେ ହେଲେ ଗୁରୁ ବନଛୋର ଓ…

ନନ୍ଦନକାନନରେ ମହୁମାଛି ଆକ୍ରମଣରେ ୧୫ ଆହତ

ଭୁବନେଶ୍ୱର: ଆଜି ଅପରାହ୍ନରେ ନନ୍ଦନକାନନରେ ମହୁମାଛି ଆକ୍ରମଣରେ ୧୫ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ଏମାନେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଗରିଲା ଯନ୍ତା ପାଖରେ ଥିବା ଏକ ଗଛରେ ମହୁଫେଣା କୌଣସି କାରଣରୁ ଭାଙ୍ଗି ଯିବାରୁ ହଠାତ୍ ମହୁମାଛିମାନେ ମାଡି ଆସିଥିଲେ । ପାଖରେ ଥିବା ପର୍ଯ୍ୟଟକ…

ମହୁମାଛି ଆକ୍ରମଣରେ ୪ ଜଣ ଗୁରୁତର

ବାଙ୍ଗିରିପୋଷି: ବିନ୍ଧିଦେଲେ ମହୁମାଛି । ଆକ୍ରମଣରେ ୪ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣା ଘଟିଛି ମୟୂରବଞ୍ଜ ଜିଲ୍ଲା ଦୁଆରଶୁଣି ଘାଟିରେ । ଗୁମ୍ଫା ବୁଲିବାକୁ ଯାଇଥିବା ବେଳେ ମହୁମାଛି ଆକ୍ରମଣ ହୋଇଛି । ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣଙ୍କୁ ଉଦ୍ଧାର…