ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ଆଣିଲା ହତ୍ୟା ଅଭିଯୋଗ
ବ୍ରହ୍ମପୁର: ଭଞ୍ଜନଗର ସବ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ବେଲଗୁଣ୍ଠାର ହୋଇଥିବା ବେଳେ ୫ ଦିନ ତଳେ ତାଙ୍କୁ ଏକ ଚୋରି ମାମଲାରେ ଗିରଫ କରିଥିଲା ପୋଲିସ । ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପିଟିପିଟି ମାରି ଦେଇଥିବା ପରିବାର ଲୋକ ଅଭିଯୋଗ…