Latest Odisha News

BREAKING NEWS

Browsing Tag

Bhanjanagar

ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ଆଣିଲା ହତ୍ୟା ଅଭିଯୋଗ

ବ୍ରହ୍ମପୁର: ଭଞ୍ଜନଗର ସବ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ବେଲଗୁଣ୍ଠାର ହୋଇଥିବା ବେଳେ ୫ ଦିନ ତଳେ ତାଙ୍କୁ ଏକ ଚୋରି ମାମଲାରେ ଗିରଫ କରିଥିଲା ପୋଲିସ । ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପିଟିପିଟି ମାରି ଦେଇଥିବା ପରିବାର ଲୋକ ଅଭିଯୋଗ…

ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ

ଭଞ୍ଜନଗର : ତେଜିଲା ଭଞ୍ଜନଗର ଜିଲ୍ଲା ମାନ୍ୟତା ଦାବି । ଆଜି ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ ପାଳନ କରାଯାଉଛି । ଘୁମୁସର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଛି । ଏହି ବନ୍ଦ ପାଳନ ଯୋଗୁଁ…

ମୃତଦେହ ପାଖ ମାଡିଲେନି ପରିବାର ଲୋକେ, ଭଞ୍ଜନଗର ଉପଜିଲ୍ଲାପାଳ କଲେ ଶବଶତ୍କାର

ଭଞ୍ଜନଗର: କରୋନା ଯୋଗୁଁ ଏପରି ଅବସ୍ଥା ହୋଇଛି ଯେ, ପର ତ ପର ବେଳେ ବେଳେ ଆପଣାର ଲୋକେ ବି ପର ହୋଇଯାଉଛନ୍ତି । ଏପରି ଏକ ଘଟଣା ଘଟିଛି ଭଂଜନଗର ଅଂଚଳରେ । ଗତ କାଲି ରାତିରେ କୋଭିଡ କେୟାର ସେଣ୍ଟର ବା ଡିସିଏଚସି ରେ, ଲଣ୍ଡେଇସାହି ଅଂଚଳର କାଳୀ ଚରଣ ସାହୁଙ୍କରର ମୃତ୍ୟୁ ହୋଇଥିଲା । ୬୫…

ସ୍କୁଲରେ ୨ ଛାତ୍ର ମଧ୍ୟରେ ଗଣ୍ଡଗୋଳକୁ ନେଇ ଛୁରାମାଡ଼

ଭଞ୍ଜନଗର: ସ୍କୁଲରେ ୨ ଛାତ୍ର ମଧ୍ୟରେ ଗଣ୍ଡଗୋଳକୁ ନେଇ ଛୁରାମାଡ଼ ହୋଇଛି । ଫଳରେ ୧୦ମ ଶ୍ରେଣୀ ଛାତ୍ର ଅମିତ ନାୟକ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗାଙ୍ଗପୁର ଥାନା ବଡବୋରସିଙ୍ଗ ଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଛାତ୍ରଙ୍କୁ ଭଞ୍ଜନଗର…

ଟ୍ରାକ୍ଟର ମାଡିଯିବାରୁ ଡ୍ରାଇଭର ମୃତ

ଭଞ୍ଜନଗର: ଟ୍ରାକ୍ଟର ଚଢିଯାଇ ଡ୍ରାଇଭରଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ପାଟପୁରରେ । ନୂଆଗାଁରୁ ଧାନ ଲୋଡ୍ କରି ପାଟପୁର ମିଲକୁ ଆସୁଥିବା ବେଳେ ଅଘଟଣ ଘଟିଛି । ଟ୍ରାକ୍ଟର ମାଡିଯିବା ଯୋଗୁଁ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ…

ଡ଼ାକ୍ତରଖାନାରେ ଭର୍ତ୍ତି ହେଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା

ଭୁବନେଶ୍ୱର: ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ତଥା ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୀର୍ଘ ଦିନରୁ ଡାଇବେଟିସ ଓ ଶ୍ୱାସଜନିତ ରୋଗରେ ପୀଡ଼ିତ ଥିବା ରାଧାରାଣୀ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ଶନିବାର ଦିନ ତାଙ୍କୁ ବରଗଡ଼ର ଏକ ଘରୋଇ…

ଅଗ୍ନିକାଣ୍ଡରେ ପୋଡ଼ି ପାଉଁଶ ହୋଇଗଲା ୧୪ ବଖରା ଘର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମର ଖଇରଜୋଳା ସାହିରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଗ୍ରାମରେ ଥିବା ୧୪ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

ଗଞ୍ଜାମ: ପ୍ରଚଣ୍ଡ ବଜ୍ରପାତରେ ୨ ଛାତ୍ର ମୃତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଘଡଘଡି ଓ ବଜ୍ରପାତ ଫଳରେ ରବିବାର ରାତିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ସୁତୁମସରା ଗାଁର ଦୀପକ ଦଳାଇ ଓ ପୋଲାର ଗାଁର ଦ୍ୱିତୀକୃଷ୍ଣ ସାହୁ। ସମ୍ପୃକ୍ତ ୪ ଜଣ ଆଇଟିଆଇର ଛାତ୍ର ହୋଇଥିବା…