ଭାଷା ଭାଗବତ : ‘ସ୍ବାଧୀନ’ ବୋଲାଇ..
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ମାଗିଲେ ମିଳେନାହିଁ ଯାହା
ପ୍ରକୃତ ସ୍ବାଧୀନତା ତାହା
ନିଜ ' ସ୍ବ ' ନ ପାରିଲେ ଚିହ୍ନି
ତାହା କାହାକୁ ବି ମିଳେନି
' ସ୍ବ ' ଓ ' ତ୍ବ ' ଗଲେ ଯହିଁ ମିଶି
' ସ୍ବତ୍ବ ' ତ ଆପେ ଆପେ ଆସି
ବ୍ୟକ୍ତିକୁ କରଇ ସ୍ବାଧୀନ
ତା' ହୁଏ…