ଭାଷା ଭାଗବତ : କ୍ଷମତା, ଶକ୍ତି, ଧନ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
କ୍ଷମତା, ଶକ୍ତି ଆଉ ଧନ
ଘଟିଲେ ତ୍ରିରୂପୀ ମିଳନ
ଅନ୍ୟ ଆଡ଼କୁ କେବେ ଧ୍ୟାନ
ଦେଇପାରେନି ବିଜ୍ଞଜନ
ନିଜ ନିଯୁକ୍ତିଦାତା ପ୍ରତି
ଦେଖାଏ ସ୍ପଷ୍ଟ ଅନୁରକ୍ତି
ପୂର୍ଣ ହୁଏ ମନସ୍କାମନା
କରିପାରେନି କିଛି ମନା
ତଥାକଥିତ ଉଚ୍ଚପଦ
ପାଇଲେ…