ଭାଷା ଭାଗବତ : କବିତାର ଅର୍ଥ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ନିଜ ଭାବନା ଆଉ ଚିଂତା
କବିଏ କରିଲେ କବିତା
ପାଠକେ ତହିଁ ଅର୍ଥନ୍ୟାସ
କରି କାଢ଼ିପାରଂତି ରସ
ଯେ ଯାହା ରୁଚି ଅନୁଯାୟୀ
ହୁଅଂତି ନବ ରସପାୟୀ
କାବ୍ୟକୃତିରେ ଅର୍ଥାରୋପ
କରିଲେ ଦେଖଂତି ସ୍ବରୂପ
…