Latest Odisha News

BREAKING NEWS

Browsing Tag

bhasa bhagabat

ଭାଷା ଭାଗବତ : ଅତି ଅଧିକ ଯୁକ୍ତାକ୍ଷର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିଦେଶୀ ଶବ୍ଦ ଲେଖା ପାଇଁ ଯୁକ୍ତାକ୍ଷର ଗଢ଼ିବାନାହିଁ ଯଥା ସ୍ଥାନରେ ଅନୁସ୍ବାର କରିବା ବେଶି ବ୍ୟବହାର ଶବ୍ଦର ମଧ୍ୟସ୍ଥିତ ବର୍ଣ କରିଲେ ହଳଂତ ଧାରଣ ସ୍ବଲିପି ହେବ ପରିଚ୍ଛନ୍ନ କରିବା ସରଳ ଲିଖନ ଅତି ଅଧିକ…

ଭାଷା ଭାଗବତ : ନିଜ ଭାଷାର ସଜ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୁଁ ରହେଁ ସ୍ବଭାଷା ସହିତ କରେଁ ମୋ ମନୋଭାବ ବ୍ୟକ୍ତ ଯାହା ବି କଥିତ, ଲିଖିତ ପାଏଁ ତହିଁରୁ ହିତାହିତ ନୁହେଁ ମୁଁ ଭାଷାର ଶିକ୍ଷକ ଅଥବା ନୀତି ନିର୍ଣାୟକ ପାଇଥିଲେ ହେଁ ଅଳ୍ପ ଜ୍ଞାନ କରେଁ ମୁଁ ଭାବନା ଲିଖନ…

ଭାଷା ଭାଗବତ : ପାରଂପରିକ ରୂଢ଼ ଚିଂତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯେବେ ବି ହୁଏ ମତ ଭିନ୍ନ ବ୍ୟକ୍ତିକୁ କରିଲେ ବିଚ୍ଛିନ୍ନ ହୁଏ କି ମତ ସଂସ୍ଥାପନ ? ବୁଝଂତିନାହିଁ ଜ୍ଞାନୀଗଣ ସଭିଏଁ ହେବେ ଏକମତ ନୁହେ ବାସ୍ତବ ଅବା ସତ ତେବେ ବି ମତାଶ୍ରୟୀ ବ୍ୟକ୍ତି ଅଛିଂଡା କୁତର୍କ କରଂତି…

ଭାଷା ଭାଗବତ : ଅକ୍ଷର ଅଟେ ରେଖାଚିତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅକ୍ଷର ଅଟେ ରେଖାଚିତ୍ର ଏତିକି ବୁଝେ ଯେଉଁ ଛାତ୍ର ତାହାର ନିଜ ହସ୍ତାକ୍ଷର ଦିଶଇ ସଫା ଓ ସୁଂଦର ଦୁଇଟି ଅକ୍ଷର ତୁଳନା କରିଲେ ଭେଦ ପଡ଼େ ଜଣା ଠ କୁ ଚ ପାରେ କରି ଲିପିକୁ କେବେ ବି ନ ଡରି ଚ ରୁ ଟ ଗ ର ବାହାରେ…

ଭାଷା ଭାଗବତ : ନିଜର ଲିଖନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏଠାରେ ଏବେ ପ୍ରତିଦିନ ଦେବାକୁ ନିଜର ଲିଖନ ଜଣାଇଲେ ବି ବାରଂବାର ଦୃଷ୍ଟି ତ ପଡ଼ୁନି କାହାର ! ଉଦ୍ଧୃତିପୂର୍ଣ ହେଲେ ଭାଷା ମଉଳିଯାଏ ସବୁ ଆଶା ପୂର୍ବଲିଖିତ ଲେଖାବଳି ପୁନଶ୍ଚ ଲେଖି, ଯାଉଁ ଚଳି ଅନୁଭୂତି ଆଶ୍ରିତ…

ଭାଷା ଭାଗବତ : ବୋଧ ଓ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କର୍ମ ସାଧନା କରି କୃତି ଛାଡ଼ିଯାଏ କର୍ମିଷ୍ଠ ବ୍ୟକ୍ତି ତାହା ହିଁ ଦେଇପାରେ ତୃପ୍ତି ସହିତ ସମୂହ ସ୍ବୀକୃତି ବୋଧ ନ ଥିଲେ ପ୍ରାପ୍ତ ଜ୍ଞାନ କେବଳ ସ୍ମୃତି ସଂକଳନ ମନେ ରଖୁଁ ଓ ଭୁଲିଯାଉଁ ବୋଧ ସଂଭାଳି ଜିଇଁଥାଉଁ…

ଭାଷା ଭାଗବତ : ଭାଷାର ବିକାଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରାଚୀନ ଗ୍ରଂଥକୁ ଆଶ୍ରୟୀ ସ୍ବମତ ପ୍ରଚାର କରଇ ଏପରି ଦ୍ବିରୂପୀ ଲେଖକ ଗ୍ରଂଥପାଠୀଂକୁ ମଣେ ମୂର୍ଖ ପାଠକ ଯଦି ହୁଏ ହେୟ ସାହିତ୍ଯ ଲଭେନି ବିଜୟ ହୁଏ ଅଧିକ ଅବକ୍ଷୟ ମନରେ ଜାତ କରେ ଭୟ ଲେଖକ ପାଠକ ଉଭୟ…

ଭାଷା ଭାଗବତ : ସ୍ଥିର ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବହିରେ ଲେଖା ସ୍ଥିର ଜ୍ଞାନ ନୁହେ ତ ପ୍ରତ୍ୟକ୍ଷ ଅର୍ଜନ କରିଲେ ପୁନଶ୍ଚ ଲିଖନ ଭାଷାର ମାନ ହୁଏ କ୍ଷୁଣ୍ଣ ଜ୍ଞାନକୁ କରିଲେ ଆବଦ୍ଧ ମେଧା ହୋଇଲେ ଅବରୁଦ୍ଧ ସେହି ମେଧାର ଉତ୍ପାଦନ ହୁଅଇ ଯାଚ୍ଛାତା ସମାନ ଯେ ସତେ…

ଭାଷା ଭାଗବତ : ଭାଷା ହୁଏ ଟଳମଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପର୍ବପର୍ବାଣି ଜନ୍ମଦିନ ଋତୁ ଅଥବା ଶ୍ରାଦ୍ଧଦିନ କରିଲେ ଏକାଂତେ ପାଳନ କଲେ କି ହୁଏ କିଛି ନ୍ୟୂନ ? ଏପରି ପ୍ରସଂଗକୁ ଧରି ଲେଖିଲେ ଭାବନା କାହାରି ପାଏ କି ସାହିତ୍ୟର ମାନ ? ବିଚାର କରଂତୁ ସୁଜନ ପୂର୍ବବର୍ଣିତ…

ଭାଷା ଭାଗବତ : ପ୍ରଥାକୁ ରଖଂତି ଚଳାଇ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବ୍ୟକ୍ତିଠାରୁ ବକ୍ତବ୍ୟ ବଡ଼ ଭାବି ନିଜ ଭାଷାକୁ ଗଢ଼ ଭାବ, ଜ୍ଞାନ ହେଲେ ସୁଲଭ କମିବ ବ୍ୟକ୍ତିର ପ୍ରଭାବ ଏବେ ତ ବ୍ୟକ୍ତି ପୂଜା ଧାରା ବହୁଛି ଏହି ରାଜ୍ୟ ସାରା ଚାଲିଛି ବ୍ୟକ୍ତିଂକ ବଂଦନା ଭାଷା ମହତ୍ତ୍ବ ହୁଏ ଊଣା…