Latest Odisha News

BREAKING NEWS

Browsing Tag

bhasa bhagabat

ଭାଷା ଭାଗବତ : ସମାଜଚ୍ୟୁତ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜନମ ଜୀବନ ମରଣ ସକଳ ଚିଂତାର କାରଣ ଘଟନା ପୂରିତ ସଂସାର ସବୁକିଛିର ସମାହାର କେ କାହା ଆଦର ଭାଜନ ନ ହେଲେ ପ୍ରଜା ଓ ରାଜନ ମଧ୍ୟରେ ମତ ବିଭାଜନ ହୁଅଇ ବିନାଶ କାରଣ ବିଭିନ୍ନ ରୁଚି ଆଉ ମତ ଲୋକଂକୁ କରେ ବିଚଳିତ…

ଭାଷା ଭାଗବତ : ଶବ୍ଦ ପ୍ରବାହ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବର୍ଜନ ଆଉ ଆହରଣ ଯେହେତୁ ଭାଷାର ଜୀବନ ଶବ୍ଦର ଗମନାଗମନ ଚଳାଂତି ଜନସାଧାରଣ ଆଗତ ବିଗତ ସାରଣୀ ଲେଖଂତି ଜ୍ଞାନୀ ଆଉ ଗୁଣୀ ଶବ୍ଦକୋଷ ଓ ବ୍ୟାକରଣ ନାମରେ ହୁଏ ପ୍ରଚଳନ ଏ ସବୁ ହୋଇ ଭାଷାଧୀନ କରଂତି ଆତ୍ମ ଉନ୍ନୟନ…

ଭାଷା ଭାଗବତ : ଆମେ ନିରୁପାୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶିଖିଲେ ଅନ୍ୟକୁ ଶିଖାଉଁ ଦେଖିଲେ ଅନ୍ୟକୁ ଦେଖାଉଁ ପଢ଼ିଲେ ଅନ୍ୟକୁ ପଢ଼ାଉଁ ଏମିତି ସ୍ବଭାଷା ବଢ଼ାଉଁ ଆମର ନିର୍ଲଜ୍ଜ ଆଳସ୍ୟ ଯୋଗୁଁ ହେଉଛୁଁ ଉପହାସ୍ୟ ତେବେ ବି ଉଠୁନାହୁଁ ଚେଇଁ ନିଦରେ ଶୋଇଛୁଁ କିପାଇଁ ?…

ଭାଷା ଭାଗବତ : କାଳ କଥା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କାଳର ବିଶାଳ ଉଦର କାଳ ହିଁ ତାହାର ଆହାର କାଳକୁ କାଳ ଦେଇ ଗିଳି ପାରଇ ନିରଂତର ଚଳି କାଳର ନାହିଁ ଆଦି, ଅଂତ କାଳସ୍ଥ ରହିବା ପର୍ଯଂତ ଜୀବଂତ ଓ ଜଡ଼ ସଂସାର କାଳରେ କରଇ ବିହାର କାଳ ଯେହେତୁ ଗୁଣଶୂନ୍ୟ ସଂସାର ହୋଇ…

ଭାଷା ଭାଗବତ : ବ୍ୟକ୍ତିତ୍ବ ବିସର୍ଜନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆସ୍ଥା, ସମ୍ମାନ, ଆନୁଗତ୍ୟ ନୁହଇ ଦୀର୍ଘସ୍ଥାୟୀ ସତ୍ୟ ବଦଳୁଥାଏ ଘନଘନ ଏପରି ସଂସାରୀ ଜୀବନ ବାଛିବା ପାଇଁ ବହୁ କିଛି ସଂସାରେ ପୂରି ରହିଅଛି ଯାହାର ଯେଉଁଭଳି ମନ ସେ କରେ ସେପରି ଚୟନ ବିକଳ୍ପଭରା ଏହି ବିଶ୍ବ…

ଭାଷା ଭାଗବତ : କଥା, କାମ ଭେଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ରବ କାଢ଼ିଲେ ବଳ କ୍ଷୟ ନିରବେ କରିହୁଏ ଜୟ କଥା ଶୁଣି କହିଲେ କଥା ଅସ୍ଥିର ବକ୍ତା ଆଉ ଶ୍ରୋତା ଯାହା କରିବ ଭାବ ମନେ କାହାକୁ କହନାହିଁ ଦିନେ ଯାହା କରିସାରିଛ, କହ ଏହି ସଂସାରେ ସୁଖେ ରହ ଉଦ୍ଦେଶ୍ୟ, ଯୋଜନା ଘୋଷଣା…

ଭାଷା ଭାଗବତ : ଭାଷାର ସୀମିତ ବଳୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରଶଂସାପ୍ରାପ୍ତି ଆଶାକାରୀ କିଛି ବି ପାରେନାହିଁ କରି ନିରବେ କରେ ଯିଏ କାମ ଅବଶ୍ଯ ରଟେ ତା ସୁନାମ ଯାହାକୁ ମିଳେନି ବିଶ୍ରାମ ତା'ର କର୍ମର ପରିଣାମ ଭୋଗଇ ମଣିଷ ସମାଜ ତାହା ହିଁ ହୁଅଇ ସ୍ବୀକାର୍ଯ ନିଜ କାମରେ…

ଭାଷା ଭାଗବତ : ଜ୍ଞାନ ସଂଗ୍ରାହକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୁସ୍ତକ ପଢ଼ି ପାଉଁ ଜ୍ଞାନ ସେ ଜ୍ଞାନ କରିଲେ ଲିଖନ ସ୍ମୃତିରେ ରହେ ବହୁ ଦିନ ତେବେ ବି ତାହା ପର ଜ୍ଞାନ ଅନୁଭୂତିରୁ ପାଇ ଜ୍ଞାନ ମନରେ କରିଲେ ଧାରଣ ହୁଏ ତା ଅନୁଭବାଶ୍ରିତ ଜ୍ଞାନୀ ହୁଅଂତି ଉପକୃତ ନୂଆ ବାଗରେ…

ଭାଷା ଭାଗବତ : ଯୁକ୍ତି ଓ ପ୍ରଯୁକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଥିଲା ଗୋଟିଏ ଧନୀ ତ୍ପଲା କାହାଠୁଁ କିଛି ନ ଶିଖିଲା ବାପକୁ ବାଧିତ୍ନ ଏ କଥା କରିତ୍ନ ଆଉ ବେଶି ଚିଂତା ଏବେ ରହୁଛି ଘରେ ବତ୍ସ ଧନ ରଖିଛି ବୋଲି ଖୁତ୍ସ * ଖି ଥି ଧି ଧାରାରେ ତ୍ନ ତ୍ପ ତ୍ମ ନୁହେ କି ସତରେ ନି ପି ମି ?…

ଭାଷା ଭାଗବତ : କଥିତ ଭାଷା ସ୍ବାଭାବିକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମନ ଗୋଟିଏ, ସ୍ଥାନ ଭିନ୍ନ ହେଲେ ବି ଭାଷା ଶ୍ରୀସଂପନ୍ନ କରଂତି ଯେଉଁଠି ସ୍ବଭାଷୀ କେହି ପାରେନି ଭାଷା ନାଶି ସ୍ବଭାଷା ଘର କୋଣେ ଛାଡ଼ି କେହି ଯାଏନି ଦୂରେ ଉଡ଼ି ଯେଉଁଠି ଥିଲେ ବି ସ୍ବଭାଷା ଜଗାଏ ସୁଦୃଢ଼ ଭରସା…