Latest Odisha News

BREAKING NEWS

Browsing Tag

bhasa bhagabat

ଭାଷା ଭାଗବତ : ଭାଷାର ପରିସ୍ଥିତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୯  ଅନୁଶୀଳନ ଅଧ୍ୟୟନ ତଥ୍ୟ ସମୃଦ୍ଧ ବିଶ୍ଳେଷଣ ନ କରି ଦିଅଂତି ଭାଷଣ ଦେଖାଂତି ଶାସ୍ତ୍ର ଉଦ୍ଧରଣ ଏହା ହିଁ ପ୍ରଧାନ କାରଣ କେବଳ ପ୍ରଶଂସା ଭାଜନ ନିମଂତେ ହୁଏ ଲେଖାମାନ ଅଗ୍ରାହ୍ୟ ତ୍ରୁଟି ସଂଶୋଧନ ନାହିଁ ଯୋଜନା କିଂବା…

ଭାଷା ଭାଗବତ : ଚଳିତ କାଳର ଉତ୍କଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୮ ବିଶ୍ବାଂଶ ଅଟେ ଏ ଉତ୍କଳ ଅତୀତ ଥିଲା ସମୁଜ୍ଜ୍ବଳ ଏବେ ତ କ୍ଷୀଣ ଓ ଦୁର୍ବଳ ଅକାମୀ ପ୍ରତିଭା, ସଂବଳ ପ୍ରକୃତିଦତ୍ତ ଯେତେ ଦାନ ହେଉଛି ପ୍ରତ୍ୟହ ଲୁଂଠନ ଏହାର ସ୍ଥାୟୀ ପ୍ରତିକାର ନିମଂତେ ସାଧ୍ୟ ନାହିଁ କା'ର ଲୋକଂକ…

ଭାଷା ଭାଗବତ : ନିଜ ଭାଷାରେ ବିଶ୍ବଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୬ ଏ ମାଟି ମନ ନୁହେ ବାଂଝ ଯାହାର ଯାହା ଇଚ୍ଛା ଖଂଜ ବିତିଯିବ ଏ କାଳସଂଜ ମଂଜିରୁ ବାହାରିବ ମଂଜ ଜ୍ଞାନୀଏ ହେଲେ ଲୋକଛଡ଼ା ସାହିତ୍ୟ ହୋଇଲା ଅଲୋଡ଼ା ପରକଥାରେ ଗଲେ ଭଳି ମନରେ ଜମିଯାଏ ମଳି ନିଜର ଭାଷାକୁ ପାସୋରି ଅପର ଭାଷାକୁ…

ଭାଷା ଭାଗବତ : ଶିଶୁଂକୁ ଲୋଡ଼ା ବେଶି ଧ୍ୟାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୫  ଶିଶୁର ଦେହେ ନାହିଁ ବଳ ଗଚ୍ଛିତ ନ ଥାଏ ସଂବଳ କିଂତୁ ମନରେ କୌତୂହଳ ଥିବାରୁ ହୁଏ ସେ ଚଂଚଳ ତାହାକୁ କଲେ ଅବହେଳା ବୁଡ଼ିବ ପରିବାର ଭେଳା ବଡ଼ମାନଂକ ମନୋଭାବ ପକାଏ ପ୍ରବଳ ପ୍ରଭାବ ଶିଶୁଂକୁ ନ ଭାବିଲେ ସାନ କରେ ସେ ଆପେ…

ଭାଷା ଭାଗବତ : ଲୋକମତି, ସର୍ବୋନ୍ନତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୪  ପୁରୁଣା ଔଷଧ ସେବନ ତତ୍କାଳ ନେଇଯାଏ ପ୍ରାଣ ଏହା ତ ନୁହଇ ଅଜଣା ତେବେ ବି ଲୋକେ ବାଟବଣା ଅକାମୀ ଦ୍ରବ୍ୟଭରା ଘର କେବେ ତ ଦିଶେନି ସୁଂଦର ତେବେ ବି ରଖିଛୁଁ ସଜାଡ଼ି କିଛି ବି ପାରୁନୁ ଫୋପାଡ଼ି ଆମର ଘର ଆଉ ମନ ଅଲୋଡ଼ା…

ଭାଷା ଭାଗବତ : ଅତୀତ ପାଇଁ ଅତ୍ୟାସକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୩  ଅତୀତ ଏବେ ଲୋକସ୍ମୃତି ତା ପ୍ରତି ଆମ ଅତ୍ୟାସକ୍ତି କଲେ ହେଁ ଅବିରତ କ୍ଷତି ଜ୍ଞାନୀଏ ଜାଣି ନ ପାରଂତି କିଂବା ହୁଏତ ବୁଝି, ଜାଣି କହଂତି ଜଣାକଥା ପୁଣି ଏ କାମ ଅତ୍ୟଂତ ସହଜ ଖଟେନି କାହାର ମଗଜ ବୃତ୍ତ ପଥରେ ବୁଲି, ଘୂରି…

ଭାଷା ଭାଗବତ : ବସ୍ତୁ ହିଁ ବାସ୍ତବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୦  ଅମୂଳକ ଆବେଗଧାରୀ ଅଧିକାଂଶ ଲୋକ ଆମରି ଭାଗ୍ୟାଧୀନ ହୋଇ ଚଳଂତି କେବଳ ଅତୀତ ଦେଖଂତି ଯାହା ଏଠି ଯାଇଛି ବିତି ତାହା ଏହି ଜାତିର ଖ୍ୟାତି ବଂଧନରୁ ସ୍ବେଚ୍ଛାରେ ମୁକ୍ତି ଲୋଡ଼େନାହିଁ ଏଠାରେ ବ୍ୟକ୍ତି ସୀମାୟତ୍ତ ହୋଇ ଆନଂଦ…

ଭାଷା ଭାଗବତ : ସ୍ବାଧୀନ ଚିଂତକ କାହାଂତି?

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୯  ସୁଲଭ ଥିଲା ବେଳେ ବହି କେହି ତାହା ପଢ଼ଂତିନାହିଁ ହୋଇଲେ ଦୁର୍ଲଭ ପ୍ରାଚୀନ ବହି ଆଡ଼କୁ ଯାଏ ଧ୍ୟାନ ଜୀବିତ ଲେଖକର ମାନ ପୁରସ୍କାର ଓ ଉପାୟନ ବ୍ୟତୀତ ଆଦୌ ବଢ଼େନାହିଁ ଦିଶୁଛି ଅତି ସ୍ପଷ୍ଟ ହୋଇ ଲେଖକ ହୋଇଲେ ସ୍ବୈଚ୍ଛିକ…

ଭାଷା ଭାଗବତ : ଅକ୍ଷର ବୀଜ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୮ ଅକ୍ଷର ବୀଜ ପରି ଥାଏ ମନରେ ଅଂକୁରିତ ହୁଏ କାର୍ଯର ବଳେ ହୋଇ ବୃକ୍ଷ ସାଧନ କରିପାରେ ଲକ୍ଷ୍ୟ ଅନେକ ବୃକ୍ଷ ମିଶି ବନ ହୋଇ କରଂତି ଫଳ ଦାନ ଏହା ତ ପ୍ରକୃତି ବିଧାନ ଏକ ଆରେକ ଠାରୁ ଭିନ୍ନ ପୋଷିଲେ ସହଯୋଗ ଭାବ ରହେନି…

ଭାଷା ଭାଗବତ : ଦେଶର ସ୍ବପ୍ନ, ବାସ୍ତବତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୭  ଯେଉଁ ଦେଶର ବହୁ ଲୋକ ପ୍ରତିମା, ପ୍ରତୀକ ପୂଜକ ସେହି ଦେଶ ତ ବାସ୍ତବିକ ସତ୍ୟର ପ୍ରଧାନ ଘାତକ ଭାବନା ତୁଳନାରେ ଧ୍ବଜା ଥରାଏ ଆମ ଅସ୍ଥି ମଜ୍ଜା ଆଧ୍ୟାତ୍ମିକତା, ଦେଶପ୍ରେମ ଏଠାରେ ମନଗଢ଼ା ଭ୍ରମ ଏହି ଦେଶର ନାଗରିକ…