ଭାଷା ଭାଗବତ : ଭାଷା ସହ ହେଉଁ ଯୋଡ଼ି
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୧
ଆଉ ବେଶି ଶିଖିନୁ କରି
ବଂଚିଅଛୁଁ ସ୍ବଭାଷା ଧରି
ଆମେ ଦିନେ ଗଲେ ବି ମରି
ଜିଇଁରହୁ ଭାଷା ଆମରି
ଧନ, ଦ୍ରବ୍ୟ ପଛରେ ପଡ଼ି
ନିଜ ଭାଷା ଦେଉଛୁଁ ଛାଡ଼ି
ଆପେ ଭାଷା ପାରେନି ବଢ଼ି
ଲୋଡ଼ାପଡ଼େ ଅକ୍ଷର ଧାଡ଼ି
ସାହିତ୍ୟ ଅକ୍ଷର ନିର୍ଭର…