Latest Odisha News

BREAKING NEWS

Browsing Tag

bhasa bhagabat

ଭାଷା ଭାଗବତ : ବୈଧ ବର୍ଣକ୍ରମ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୧ ଶବ୍ଦରେ ବୈଧ ବର୍ଣକ୍ରମ ସର୍ବଦା ହୁଏ ବୋଧଗମ୍ୟ, ଘଟିଲେ କିଛି ବ୍ୟତିକ୍ରମ ଲେଖାରେ ପଶିଯାଏ ଭ୍ରମ ' ବୋଗଧମ୍ୟ ଓ ବ୍ୟକ୍ରତିମ ତାତ୍ସଲ୍ୟ, ଗଣେଷ, ଅଗ୍ରୀମ ବୃଥାରେ, କ୍ଷତାକ୍ତ, ଉତମ ' ଅଟଂତି ଏ ପ୍ରକାର…

ଭାଷା ଭାଗବତ : ସଂଖ୍ୟା ଜଡ଼ିତ ଶବ୍ଦାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୧ ଏକତା ଏକତ୍ର ଏକତ୍ବ ଏକଦା ଏକାଗ୍ର ଏକାଂତ ପ୍ରତ୍ୟେକ ଶବ୍ଦରେ ଏ ' ଏକ ' ମିଶିଛି ଗଢ଼ିଛି ଅନେକ ଦୋତାଲା ଦୋମୁହାଁ ଦୋଭାଷୀ ' ଦୋ ' ସହ ଅନ୍ୟ ଶବ୍ଦ ମିଶି କରଂତି ନୂତନ ସର୍ଜନ ଦ୍ବିଜ ଦ୍ବିଧା ଓ ଦ୍ବିବଚନ…

ଭାଷା ଭାଗବତ : ଭାଷାରେ ଗଢ଼ା ଭଂଗା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୯  ଭାଷାରେ ଚଳେ ଭଂଗା ଗଢ଼ା ଅସଂଖ୍ୟ ଶବ୍ଦ ଯୋଡ଼ା ଛଡ଼ା ଯେହେତୁ ଅଟେ ଧରାବଂଧା ହୁଏନି ତେଣୁ ଅସୁବିଧା ପ୍ରତ୍ୟେକେ ନିଜ ରୁଚି ଜାଣି ବହୁ ଦିଗକୁ ଭାଷା ଟାଣି ନେଉ ଥାଆଂତି ନିରଂତର କିଛି ବି ନୁହେ ସ୍ଥାୟୀ,…

ଭାଷା ଭାଗବତ : ପଶୁପକ୍ଷୀଂକ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୮ ବିରାଡ଼ି କହେ ' ମ୍ୟାଉଁ ମ୍ୟାଉଁ ' ମୁଁ କହେଁ ' ମାଛ ନାହିଁ ଆଉ ' ' ଭୋଓଭୋ ' କୁକୁରଟି ଭୁକେ ମୁଁ ଝର୍କା ଖୋଲି ଯାଇ ଦେଖେଁ କେହି ନ ଦେଲେ ଦେଖା କାହିଁ କହେଁ ' ଶୋଇଥା' ଚୁପ୍‌ ରହି ' କାଉଟେ କାହୁଁ…

ଭାଷା ଭାଗବତ : ଭାଷା ଓ ମନ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୫  କାନରେ ଶୁଣୁଥିବା କଥା ମନରେ ବୁଣୁଥିବା ଚିଂତା ମଧ୍ୟରେ ଥିଲେ ସମନ୍ବୟ ହୁଅଇ ଭାବନା ଉଦୟ କାନ ଭାଷା ଓ ମନ ଭାଷା ମଧ୍ୟରେ ଲାଗିଲେ ବଚସା ଭାବନା ହୁଏନାହିଁ ସ୍ପଷ୍ଟ କଥା କହିଲେ ହୁଏ ନଷ୍ଟ କାନରେ କଥା…

ଭାଷା ଭାଗବତ : କିପରି ଲିଖନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୪ ଶଂକର ଶୃଂଖଳା ସଂଗୀତ ଶଙ୍କର ଶୃଙ୍ଖଳା ସଙ୍ଗୀତ ସଂଘର୍ଷ ସଂଚିତ ବାଂଛିତ ସଙ୍ଘର୍ଷ ସଞ୍ଚିତ ବାଞ୍ଛିତ ସଂଜୀବ ବିଂଝାଲ କୁଂଠିତ ସଞ୍ଜୀବ ବିଞ୍ଝାଲ କୁଣ୍ଠିତ କଂଟକ କଂଢେଇ ମଂଡିତ କଣ୍ଟକ କଣ୍ଢେଇ…

ଭାଷା ଭାଗବତ : ବ୍ୟକ୍ତିତ୍ବ ବିକାଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୩  କଳ୍ପନା ସଂଭୂତ ବିଷୟ ଯାହାକୁ କରଇ ଅଥୟ କରି ଅଯଥା ବାକ୍ୟ ବ୍ୟୟ ଘଟାଏ ମନଶାଂତି କ୍ଷୟ ନିଜ ଧାରଣା ପ୍ରଚାରକ ନିଜେ ହିଁ ହୁଏ ଯେଉଁ ଲୋକ ତାହାର ଲେଖା କିଂବା କଥା ସହଜେ ଉପୁଜାଏ ବ୍ୟଥା ନ କରି ଆତ୍ମ…

ଭାଷା ଭାଗବତ : ପରଂପରାର ସଂରକ୍ଷଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୨ ଯେ ପଢ଼େ, ଶୁଣେ ଭାଗବତ ସ୍ବତଃ ହୁଏ ସେ ଶୃଂଖଳିତ ଏହାର ପ୍ରଭାବ ଅଦ୍‌ଭୁତ ମର୍ମରେ ହୁଏ ଅନୁଭୂତ ଧାଡ଼ିକ ନଅଟି ଅକ୍ଷର ବହନ କରେ ଭାବଭାର ସରଳ ଶବ୍ଦ ସମାବେଶ ଭାଷାରେ ଭରିଦିଏ ରସ ଏହାର ପଠନ ବ୍ୟାଖ୍ୟାନ…

ଭାଷା ଭାଗବତ : ଗଦ୍ୟ, ପଦ୍ୟ ଭେଦ 

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୯  ଭାଷାରେ ଗଦ୍ୟ, ପଦ୍ୟ ଭେଦ କରିଲେ କିପରି ପ୍ରମାଦ ସ୍ବଭାବେ ଘଟି ଯାଇପାରେ ଲକ୍ଷ୍ୟ କରିବା ଏବେ ଥରେ ୧. ମାଠିଆ ଗୋଟିଏ ଷାଠିଏ ଟଂକା ଗାଆଁର ହାଟରେ ହେଉଛି ବିକା ୨. ଗୋଟିଏ ମାଠିଆ ଷାଠିଏ ଟଂକା ହେଉଛି…

ଭାଷା ଭାଗବତ : ଅନନ୍ୟ ବ୍ୟକ୍ତିଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୮ ସର୍ବକ୍ଷମ କି ସର୍ବସମ ଭାଷାଟେ ହୁଏ ଅନୁତ୍ତମ ଭାଷାରେ ବ୍ୟକ୍ତିର ବ୍ୟକ୍ତିତ୍ବ ସ୍ବତଃ ହୁଅଇ ପ୍ରକଟିତ ଭାଷାରେ ସର୍ଜନଶୀଳତା ଭରି ମଣିଷ କହେ କଥା ତାର ଅନନ୍ୟ ବ୍ୟକ୍ତିସତ୍ତା ବଢ଼ାଏ ଭାଷା ଗୁଣବତ୍ତା…