Latest Odisha News

BREAKING NEWS

Browsing Tag

bhasa bhgabat

ଭାଷା ଭାଗବତ : ପ୍ରସଂଗ ଆଲୋଚନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୧ ପ୍ରସଂଗ ହେଲେ ଆଲୋଚିତ ଭାଷାଟେ ହୁଏନି ଉନ୍ନତ ସମସ୍ୟା କଲେ ଉତ୍‌ଥାପନ ଆପେ ମିଳେନି ସମାଧାନ ଆମର ଆଲୋଚକଗଣ ଅନେକ ପ୍ରବଂଧ ଲିଖନ କରଂତି ସିନା ଘନଘନ କିଛି ତ ଦିଶେନି ନୂତନ! ପୁନର୍ଲିଖନକାରୀଗଣ କରିଲେ ଚର୍ବିତ ଚର୍ବଣ…

ଭାଷା ଭାଗବତ : ଶବ୍ଦାବଳି ଓ ବ୍ୟାକରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୮ ଗୋଟେ ଭାଷାର ଶବ୍ଦାବଳି ଅନ୍ୟ ଭାଷାରେ ମିଶି, ଚଳି ଘଟାଂତି ତାହାର ସମୃଦ୍ଧି ନୁହେ କେ କାହାର ବିରୋଧୀ ପଦଗଠନ ସୂତ୍ରମାନ ପ୍ରତ୍ୟେକ ଭାଷା ପାଇଁ ଭିନ୍ନ ହୋଇଥିବାରୁ ବ୍ୟାକରଣ ହୁଏନି କେବେ ବି ସମାନ ଏକ ଭାଷାର ସୂତ୍ର…

ଭାଷା ଭାଗବତ : ଅଭ୍ଯାସ ବଶତଃ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୬ ପରିସ୍ଥିତି ନ ବୁଝି କେହି ଇଚ୍ଛାନୁସାରେ ଲେଖି ଦେଇ ଦେଖାଂତି ଅଭ୍ୟାସ ବଶତଃ ତହିଁରେ ଖୋଜିଲେ କୃତିତ୍ୱ ମିଳେନି କିଛି ସାରତତ୍ତ୍ବ ଏପରି ରଚନା ସଂଭାର ଗଢ଼ିଚାଲିଲେ ବାରଂବାର ହୁଏ କେବଳ ସଂଖ୍ୟା ବୃଦ୍ଧି ଘଟେନି ଭାଷାର…

ଭାଷା ଭାଗବତ : ସାହିତ୍ୟର ମାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୧ ସ୍ମୃତିରେ ଥାଏ ଯେତେ ଭାଷା ତାହାକୁ କରିଲେ ଭରସା ସରଳ ହୁଏ ଲେଖା, କଥା ନ ଥାଏ ବେଶି ଅସ୍ପଷ୍ଟତା କିଂତୁ ଶବ୍ଦକୋଷରୁ ଆଣି ଦୁର୍ବୋଧ୍ୟ ଶବ୍ଦ ଦେଲେ ବୁଣି ଲେଖକ ଦେଖାଂତି ପାଂଡିତ୍ୟ ପାଠକେ ପାଆଂତିନି ହିତ ସରଳତମ ଶବ୍ଦ…

ଭାଷା ଭାଗବତ : ଯୋଡ଼ା ଛଡ଼ା ଭେଦ (୩)

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୯ ଅନେକ ଏକାକ୍ଷରୀ ଶବ୍ଦ ଅଟଂତି ଭାଷାର ସଂପଦ ଆ ଆଁ ଆଃ ଏ ଏଁ ଏଃ ଓ ଓଁ ଓଃ ମୁଁ ତୁ ସେ ନା ନାଁ ହଁ ହିଁ ହୁଁ ହୋ ସତରେ ଅଟଂତି ସ୍ବାଧୀନ ଲୋଡ଼ଂତି ନିଜ ନିଜ ସ୍ଥାନ ଅଯଥା କଲେ ଯୋଡ଼ାଯୋଡ଼ି ପାରଂତିନାହିଁ ବେଶି ବଢ଼ି ବଟିକା ଖାଇ…

ଭାଷା ଭାଗବତ : ସମସ୍ୟା ହେବ ଅଂତର୍ଧାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୫  ଆଳସ୍ୟ, ଭୋଜନ, ଭଜନ ବଢ଼ାଏ ଦେହର ଓଜନ ସ୍ବାଧୀନ ଚିଂତାର ମରଣ ନିମଂତେ ଦାୟୀ ଜନ ମନ ରହିଛି ଏ ସବୁ କାରଣ କରିପାରୁନୁ ନିବାରଣ ଦୁର୍ଦଶା ସହିତ ଜୀବନ ସ୍ବଭାଷୀ କରଂତି ଯାପନ ଦୂରରେ ଥାଇ ଭଗବାନ ଦେଇ ପାରୁନାହାଂତି ଧ୍ୟାନ…

ଭାଷା ଭାଗବତ : ଲିପି ଲେଖା ପଦ୍ଧତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୬    ଦୁଇ ବର୍ଣର ଭେଦ ଦେଖି ଶିଶୁ ପାରେ ସହଜେ ଲେଖି ଦ : ହ, ମ : ସ ଓ ଳ : ଲ, ବ : କ ନିଠେଇ ଥରଟିଏ ଦେଖ ବର୍ଣର ରୂପରେଖ ଜ୍ଞାନ ମନରେ ରହେ ସବୁଦିନ ବାସ୍ତବ ପଠନ ଲିଖନ ହୁଏ ଆମୋଦ ପରିପୂର୍ଣ ଅ : ଆ, ଇ : ଈ ଓ ଏ : ଐ, ଘ…

ଭାଷା ଭାଗବତ : ସ୍ବେଚ୍ଛା କଟକଣା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୪  ବାସ୍ତବତା ଓ ମନକଥା ମଧ୍ୟରେ ନ ଥିଲେ ସମତା ସଂଭବ ହୁଏ ଅସ୍ଥିରତା ତହିଁରୁ ଜାତ ଅବ୍ୟବସ୍ଥା ଭାଷାକୁ ଏଣୁତେଣୁ ଭାବି ନ ହେଲେ ସତ୍ୟ ଅନୁଭବୀ ହୋଇ ଧାରଣା ଅନୁଗତ ଭାଷାରେ ସୃଷ୍ଟି କରୁଁ କ୍ଷତ ଭାଷୀଂକ ଏପରି ଅଭ୍ୟାସ ଚଂଚଳ…

ଭାଷା ଭାଗବତ : ପୁରୁଣା ଖସେ, ନୂଆ ଆସେ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୨  ଯାହା ଅଧିକ ଶ୍ରମସାଧ୍ୟ ତାହା କରିବା ପାଇଁ ବାଧ୍ୟ ହୋଇଲେ ପରିଶ୍ରମୀ ଜନ କରେ ନୂତନ ଉଦ୍‌ଭାବନ ପୁରୁଣା ଖସେ, ନୂଆ ଆସେ ଲୋକଂକ ସୁବିଧା ସକାଶେ ଏ ଧାରା ହେଲେ ପ୍ରସାରିତ କରଇ ସର୍ବଜନହିତ ଭାଷାରେ ସୁଦ୍ଧା ଏହି ନୀତି…

ଭାଷା ଭାଗବତ : ପ୍ରାୟୋଜିତ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୧  ଅନେକ କଥା କାନେ ଶୁଣି ସେ ସବୁ ସତ୍ୟ ବୋଲି ମାନି କରିଲେ ଜୀବନ ଯାପନ ଶୁଣାଳି ଭୋଗଇ କଷଣ ଅନେକ କିଛି ଆଖି ପଢ଼େ ତଦନୁସାରେ ମତ ଗଢ଼େ ମରୀଚିକାକୁ ଭାବି ଜଳ ଶୋଷରେ ହୁଏ ସେ ବିକଳ ସୁଖ ଆନଂଦ ପ୍ରେମ ଶାଂତି ଅଳପ…