Latest Odisha News

BREAKING NEWS

Browsing Tag

Bhubaneswar Airport

ଆସନ୍ତା ଫେବୃଆରୀ ୨୯ରୁ ଭୁବନେଶ୍ୱର-ବାରଣାସୀକୁ ସିଧାସଳଖ ବିମାନ ଉଡାଣ !

ଭୁବନେଶ୍ୱର: ଭୁବନେଶ୍ୱର-ସୁରତ ମଧ୍ୟରେ ଆଜିଠୁ ସିଧାସଳଖ ବିମାନ ଉଡାଣ କରିବା ପରେ ଆସନ୍ତା ଫେବୃଆରୀ ୨୯ ତାରିଖରୁ ଭୁବନେଶ୍ୱରରୁ ବାରଣାସୀକୁ ସିଧାସଳଖ ବିମାନ ଉଡାଣ କରିପାରେ । ଏନେଇ ଭାରତୀୟ ଏୟାରପୋର୍ଟ କର୍ତ୍ତୃପକ୍ଷ (ଏଏଆଇ)ର ପରାମର୍ଶ ଅନୁଯାୟୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି…

ଘୁଞ୍ଚିଲା ଭୁବନେଶ୍ୱର ବିମାନବନ୍ଦର ରନୱେର ମରାମତି ସମୟ, ବନ୍ଦ ହେବନି ରାତ୍ରୀକାଳିନ ସେବା

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ହେବାକୁ ଥିବା ରନୱେର ରି-କାର୍ପେଟିଂ ସମୟକୁ କ୍ରମଶଃ ଘୁଞ୍ଚାଇ ଦିଆଯାଇଥିବା ଯୋଗୁଁ ଏହାର ରାତ୍ରୀକାଳୀନ ସେବା ଜାରି ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । ଏୟାରପୋର୍ଟର ନିର୍ଦ୍ଦେଶକ ସୁରେଶ ହୋତା ଗଣମାଧ୍ୟମକୁ ସୂଚନା ଦେଇ…

ଭୁବନେଶ୍ୱର ବିମାନବନ୍ଦରରୁ ବିଦେଶୀ ବ୍ରାଣ୍ଡର ସିଗାରେଟ୍ ଜବତ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆରଆଇ)ର ଅଧିକାରୀମାନେ ମଙ୍ଗଳବାର ଦିନ ୪୦୦ ପ୍ୟାକେଟ ବିଦେଶୀ ବ୍ରାଣ୍ଡର ସିଗାରେଟ୍ ଜବତ କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ଡିଆରଆଇର ଅଧିକାରୀମାନେ ଏୟାର ଏସିଆ…

ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ଫ୍ଲାଇଟର ଜରୁରୀ ଅବତରଣ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ରବିବାର ସକାଳେ ଏକ ଇଣ୍ଡିଗୋ ବିମାନକୁ ଜରୁରୀ ଅବତରଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ହାଇଦ୍ରାବାଦରୁ ଗୌହାଟୀ ଅଭିମୁଖେ ଯାଉଥିବା ଏହି ଇଣ୍ଡିଗୋ ବିମାନ (୬ର୪୬୨)ରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି…