Latest Odisha News

BREAKING NEWS

Browsing Tag

Bhubaneswar

୨୧ ସ୍ୱାଗତମ ୨୧ ଚିତ୍ରକଳା ଶିବିର ଉଦଘାଟିତ

ଭୁବନେଶ୍ୱର : ଇଷ୍ଟର୍ନ ଫାଉଣ୍ଡେସନ ଅଫ ଆର୍ଟ ଏଣ୍ଡ କଲଚର ଦ୍ୱାରା ଆୟୋଜିତ ୨୧ସ୍ୱାଗତମ ୨୧ ଶୀର୍ଷକ ଅନଲାଇନ କଳା ଶିବିରକୁ ଶ୍ରୀ ରାମକୃଷ୍ଣ ବେଦଲା , ସଚିବ ଲଳିତକଳା ଏକାଡେମୀ , ନୂଆଦିଲ୍ଲୀ ଭିଡ଼ିଓ ବାର୍ତା ଜରିଆରେ ଶୁଭାରମ୍ଭ କରିଛନ୍ତି। ସେ ପ୍ରଥମେ ମାତା ସ୍ୱରସ୍ବତୀଙ୍କ ଶ୍ଳୋକ ଉଚ୍ଚାରଣ କରି…

ଭକ୍ତଙ୍କ ଲାଗି ଖୋଲିଲା ଇସ୍କନ ମନ୍ଦିର

ଭୁବନେଶ୍ୱର: ଦୀର୍ଘ ୯ ମାସ ପରେ ନୟାପଲ୍ଲୀର ଇସ୍କନ ମନ୍ଦିର ଶନିବାର ଦିନ ଭକ୍ତଙ୍କ ପାଇଁ ଖୋଲିଛି। ଯାହା କରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିଲା। କୋଭିଡ-୧୯ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରାଯିବା ସହ ଚାରିଟି ପର୍ଯ୍ୟାୟରେ ଦର୍ଶନ ହେବ ବୋଲି ମନ୍ଦିରର ସହ-ସଭାପତି ଉପେନ୍ଦ୍ର…

ରାଜଧାନୀରେ ଫାଷ୍ଟ ଫୁଡ୍ ଦୋକାନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଗୋପବନ୍ଧୁ ଛକରେ ଥିବା ଫାଷ୍ଟଫୁଡ ଦୋକାନ ଗ୍ରୀନ ଚିଲିରେ ଅଗ୍ନିକାଣ୍ଡ। ଆଜି ସନ୍ଧ୍ୟାରେ ଘଟିଛି ଏହି ଘଟଣା । ତେବେ ଅଗ୍ନିକାଣ୍ଡରେୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀ । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।…

ରାଜଧାନୀରେ ବିମାନ ଯାତ୍ରୀଙ୍କଠାରୁ ଜବତ ହେଲା ବନ୍ଧୁକ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଯାତ୍ରୀଙ୍କଠାରୁ ଜବତ ହେଲା ବନ୍ଧୁକ । ଯାତ୍ରୀ ଜଣଙ୍କ ଭୁବନେଶ୍ୱରରୁ ଚେନ୍ନାଇ ଯାଉଥିଲେ । ଯାଞ୍ଚ ବେଳେ ତାଙ୍କଠାରୁ ଏହି ବନ୍ଧୁକ ମିଳିଥିଲା । ଯାତ୍ରୀଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ।

ଓଡିଶୀ ସ୍ଥାପତ୍ୟ ବନାମ କୋଠାବାଡିର ପାରାଭାଡି

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଓଡିଶାର ଖ୍ୟାତନାମା ଚିତ୍ରଶିଳ୍ପୀ ସ୍ଵର୍ଗତ ଦିନନାଥ ପାଠି ଆଧୁନିକ ଭୁବନେଶ୍ୱରକୁ ପାରାଭାଡିର ସହର ବୋଲି କହୁଥିଲେ। ଜଣେ ଓଡିଶୀ ଚିତ୍ରଶିଳ୍ପୀର ଆଖିରେ ଆଜିର ଭୁବନେଶ୍ୱରକୁ ପାରାଭାଡି ବ୍ୟତୀତ ଆଉ କଣ ବା କୁହାଯାଇ ପାରିବ? ଭୁବନେଶ୍ୱର ପ୍ରାୟ…

ଭୁବନେଶ୍ୱରର ୫ଟି ସ୍ଥାନରୁ ୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୩ ଜଣ କରୋନା ପଜିଟିଭ…

ଭୁବନେଶ୍ୱରରେ ନାବାଳିକାଙ୍କୁ ଦୁଷ୍କର୍ମ, ପଡୋଶୀ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଓଲ୍ଡ ଟାଉନ୍ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କମିଶନରେଟ୍ ପୋଲିସ ମଙ୍ଗଳବାର ଦିନ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ରବି ଦାସ ବୋଲି ଜଣାପଡିଛି। ପୋଲିସର ସୂଚନାନୁସାରେ, ସୋମବାର ସନ୍ଧ୍ୟାରେ ପରିବାରର ଅନ୍ୟ ସଦସ୍ୟଙ୍କ…

ରାଜଧାନୀରୁ ୨୦ ପଜିଟିଭ ଚିହ୍ନଟ, ସେଥିରୁ ୧୭ ଲୋକାଲ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରେ ୧୭ ଲୋକାଲ୍ ମାମଲା ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଟ୍ବିଟ୍ ଅନୁଯାୟୀ ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୩…

୧୫ ତଳକୁ ଖସିଲା ଭୁବନେଶ୍ୱରରେ ଦୈନିକ କରୋନା ସଂକ୍ରମଣ ମାମଲା

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୫ ଓ ସ୍ଥାନୀୟ ଅଂଚଳରୁ ୯ ଜଣ କରୋନା…

ଭୁବନେଶ୍ୱରରେ ୪୦ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ୩୭ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୫ ଓ ସ୍ଥାନୀୟ ଅଂଚଳରୁ ୨୨ ଜଣ କରୋନା…