Latest Odisha News

BREAKING NEWS

Browsing Tag

Bhubaneswar

ରାଜଧାନୀର ରୂପାଲି ଛକରେ ଜଳିଗଲା ଦୁଇଟି ଦୋକାନ

ଭୁବନେଶ୍ୱର: ରୂପାଲି ଛକର ବଜାର ଅଂଚଳରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଦୁଇଟି ଦୋକାନ ସମ୍ପୂଣ୍ଣ ଜଳି ଯାଇଛି । ପାଖିପାଖି ଥିବା ଅନେକ ଦୋକାନ ମଧ୍ୟ ଅଧ ଅଧା ଜଳିଯାଇଛି । ନିଆଁ ଲାଗି ଯାଇଥିବା ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିିଥିଲେ । ତେବେ ଗ୍ୟାସ…

ସିବିଏସ୍‌ଇ ଦ୍ୱାଦଶରେ ଭଲ ପ୍ରଦର୍ଶନ କରିଛନ୍ତି ରାଜଧାନୀର ଛାତ୍ରଛାତ୍ରୀ

ଭୁବନେଶ୍ୱର : ଗତକାଲି ପ୍ରକାଶ ପାଇଥିବା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟରେ ଭଲ ପ୍ରଦର୍ଶନ କରିଛନ୍ତି ରାଜଧାନୀର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ । ସାଇ ଇଣ୍ଟରନ୍ୟାସନାଲ, କିଟ୍ ଇଣ୍ଟର ନ୍ୟାସନାଲ, ବିଜେଇଏମ୍ ଓ ଡିଏଭି ପୋଖରୀପୁଟ ସମେତ ଅନେକ ସ୍କୁଲରେ ପାସ୍ ହାର ଶହେ ପ୍ରତିଶତ ରହିଛି ।…

କରୋନା କ୍ରିଏଟିଭିଟି: ସ୍ମରଣୀକା ହୋତାଙ୍କ ନୃତ୍ୟ

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ଭୁବନେଶ୍ୱରରେ ସେରୋଲଜିକାଲ ସର୍ଭେ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଉଗ୍ର ହେଉଛି କରୋନା ସ୍ଥିତି । ପ୍ରତିଦନ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱରରେ ଆଜିଠାରୁ ସେରୋଲଜିକାଲ୍ ସର୍ଭେ ଆରମ୍ଭ ହୋଇଛି । ବିଏମସି…

ବାହାର କର୍ମଚାରୀଙ୍କୁ ଭୁବନେଶ୍ୱର ମନା

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି ନୂଆ କଟକଣା । ବାହାର କର୍ମଚାରୀଙ୍କ ପାଇଁ ଭୁବନେଶ୍ୱର ମନା ହୋଇଛି ।ଭୁବନେଶ୍ୱରରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ପାଇଁ ଏହା ଲାଗୁ କରାଯିବ । କଟକ, ଖୋର୍ଦ୍ଧା ବାହାରେ ରହୁଥିବା କର୍ମଚାରୀ କାର୍ଯ୍ୟାଳୟ ଆସିବା ନେଇ ଅନୁମତି ନାହିଁ…

ଚିନ୍ତା ବଢ଼ାଇଲାଣି ସ୍ଥାନୀୟ ସଂକ୍ରମଣ, ପୁଣି ଭୁବନେଶ୍ୱରରେ ୪୬ ପଜିଟିଭ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଓ ୨୪ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ୧୮ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ଟ୍ୱିଟ୍ କରି ସୂଚନା ଦେଇଛି । ଚିହ୍ନଟ…

ରାଜଭବନରେ ପ୍ରବେଶ ମନା

ଭୁବନେଶ୍ୱର: ରାଜଭବନକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଆଧାରରେ ରାଜଭବନକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଆବଶ୍ୟକ ହେଲେ ଟେଲିଫୋନ୍‌,…

ଭୁବନେଶ୍ୱର ଆରଟିଓ-୨ ସିଲ୍‌

ଭୁବନେଶ୍ୱର: ମଙ୍ଗଳବାର ଆରଟିଓ-୧ ସିଲ୍ ହୋଇଥିଲା । ଆଜି ସିଲ୍ ହୋଇଛି ଭୁବନେଶ୍ୱର ଆରଟିଓ-୨ । ଆରଟିଓ-୨ର କିଛି କର୍ମଚାରୀ ଆରଟିଓ-୧ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବାରୁ ବିଏମସି ଆରଟିଓ-୨କୁ ସିଲ୍ କରିଛି । ଏଠାରେ କାମ କରୁଥିବା ୧୩ ଜଣ କର୍ମଚାରୀଙ୍କୁ ହୋମ୍ କ୍ୱାରେଂଟିନରେ ରହିବାକୁ…

ଖୁବ୍‌ଶୀଘ୍ର କଟକ-ଭୁବନେଶ୍ୱର ମଧ୍ୟରେ ହେବ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା

ଭବନେଶ୍ୱର: ଖୁବ୍‌ଶୀଘ୍ର କଟକ-ଭୁବନେଶ୍ୱର ମଧ୍ୟରେ ହେବ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା । ଏନ୍‌ଏଚ୍‌-୧୬ର ଉଭୟ ପଟେ ତିନୋଟି ଲେଖାଏଁ ଲେନ୍ ଅଛି । ତେଣୁ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା କରାଯିବା ଉଚିତ । ଏହାଦ୍ୱାରା ଯାତ୍ରାର ସମୟ କମିବ, ଗାଡିର ଗତି ବଢ଼ିବ ଏବଂ ଦୁର୍ଘଟଣା କମିବ ବୋଲି ଡିସିପି ସାଗରିକା…

ଭୁବନେଶ୍ୱରରୁ ପୁଣି ବାହାରିଲେ ୨୯ ପଜିଟିଭ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରୁର ପୁଣି ୨୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ଅନ୍ୟ ୧୪ ଜଣ ସ୍ଥାନୀୟ ଅଂଚଳର ଥିବା ଜଣାପଡିଛି । ସେହିପରି ଜଣେ କୋଭିଡ ଯୋଦ୍ଧା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଥିସହ ରାଜଧାନୀରୁ ୩ ଜଣ…