Latest Odisha News

BREAKING NEWS

Browsing Tag

bihar

ନୂଆ କୃଷି ଆଇନକୁ ବିରୋଧ, ଜାନୁଆରୀ ୩୦ରେ ଆରଜେଡି ମହାମେଣ୍ଟର ମାନବଶୃଙ୍ଖଳ

ପାଟଣା: କେନ୍ଦ୍ରର ତିନୋଟି କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ କରୁଛନ୍ତି । ଏହି ଆନ୍ଦୋଳନକୁ ଆଉ ଟିକିଏ ବଳ ଦେବ ଆରଜେଡି ମହାମେଣ୍ଟ । ଚାଷୀଙ୍କ ଦାବିକୁ ସମର୍ଥନ କରି ଆସନ୍ତା ୩୦ ତାରିଖରେ ବିହାରରେ ମାନବଶୃଙ୍ଖଳ କରିବା ଆରଜେଡି ମହାମେଣ୍ଟ । ଏନେଇ ଆରଜେଡିର ରାଜ୍ୟ ସଭାପତି ଦଳର ଜିଲ୍ଲା…

[ଭିଡିଓ] ଭସାଣୀରେ ବୋହିଲା ଭକ୍ତଙ୍କ ରକ୍ତ !

ବିହାର: କରୋନା କଟକଣା ଭିତରେ ମିଳିଥିଲା ଦୁର୍ଗାପୂଜା ଉତ୍ସବ ପାଳନର ଅନୁମତି । ସାରା ଦେଶରେ ଶାନ୍ତିପୁର୍ଣ୍ଣ ଭାବେ ମା' ଶକ୍ତିଙ୍କ ପୂଜାର୍ଚ୍ଚନା ହୋଇଥିଲା । ହେଲେ ବିହାରର ମୁଙ୍ଗେରରେ ବୋହିଥିଲା ଭକ୍ତଙ୍କ ରକ୍ତ । ଯାହାକୁ ନେଇ ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଛି । ଭିଡିଓ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: କରଣ ଜୋହରଙ୍କ ସମେତ ୭ ବଲିଉଡ ସେଲିବ୍ରିଟିଙ୍କୁ ନୋଟିସ୍

ଭୁବନେଶ୍ୱର: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ପ୍ରାୟ ୪ ମାସ ହେବାକୁ ଆସିଲାଣି । ଏବେବି ତାଙ୍କ ମୃତ୍ୟୁ ଉପରୁ ହଟୁନି ପରଦା । ଦିନ ଯେତେ ଗଢ଼ୁଛି ରହସ୍ୟ ସେତେ ବଢ଼ୁଛି । ଏହି ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି । ଏହାରି ଭିତରେ ବିହାର ମୁଜାଫରପୁର…

ଗଣବଳାତ୍କାରର ଶିକାର ହୋଇଥିବା ନାବାଳିକା କଲା ଆତ୍ମହତ୍ୟା;ମାମଲା ରୁଜୁ

ପାଟନା: ଉତ୍ତରପ୍ରଦେଶର ହାଥ୍ରାସରେ ଜଣେ ୨୦ବର୍ଷ ବୟସ୍କା ମହିଳାଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବିହାରର ଗୟା ଜିଲ୍ଲାର ଜଣେ ଦଳିତ ନାବାଳିକା ଶୁକ୍ରବାର ଦିନ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ପୋଲିସର ସୂଚନାନୁସାରେ,…

ପଞ୍ଚମହାଭୂତରେ ବିଲୀନ ହେଲେ ବଲିଉଡର ଶାନ୍ତଶିଷ୍ଟ ହିରୋ ସୁଶାନ୍ତ…

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍ ହିରୋ ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ମୁମ୍ବାଇର ବିଲ୍ଲୋପାଲ୍ ସେବା ସମାଜ ଶ୍ମଶାନ ଘାଟରେ ହୋଇଛି ସୁଶାନ୍ତଙ୍କ ଅନ୍ତିମ ସଂସ୍କାର । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରବଳ ବର୍ଷା ସତ୍ତ୍ୱେ ଶ୍ମଶାନଘାଟରେ…

କରୋନାଭାଇରସ୍ ପ୍ରଭାବ: ଭିଡିଓ କଲିଂରେ ବିବାହ

ବିିହାର: କରୋନାଭାଇରସ୍ ଭୟରେ ବିହାରରେ ଭିଡିଓ କଲିଂ ବିବାହ । ସୋସିଆଲ୍ ମିଡିଆରେ ଏହି ବିବାହର(ନିକାହ) ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ନୋଭେଲ କରୋନାଭାଇରସ୍ ଆତଙ୍କରେ ସାରା ଦେଶରେ ଜାରି ହୋଇଛି ଲକ୍‌-ଡାଉନ୍ ନିର୍ଦ୍ଦେଶ । ଏପରି ସ୍ଥିତିରେ ବିହାରରେ ହୋଇଥିବା ଏହି ଭିଡିଓ କଲିଂ…