Latest Odisha News
Browsing Tag

Biju Patnaik International Airport

ଡାକୋଟା ବିମାନକୁ ଦେଖିଲେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କ ବୀରତ୍ୱର ଗାଥା ବହନ କରୁଥିବା ଡାକୋଟା ବିମାନକୁ ଦେଖିଲେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରୀ । ବିଜୁ ପଟ୍ଟନାୟକ ବିମାନବନ୍ଦର ପରିସରରେ ଥିବା ଡାକୋଟାକୁ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀ ବୁଲି ଦେଖିଛନ୍ତି । ମାର୍ଚ୍ଚ ୫ ତାରିଖରେ…

ରେଡ୍ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର, ଦିଲ୍ଲୀରେ ଆତଙ୍କୀ ହମଲା ଧମକ ପରେ ବଢ଼ିଲା ସୁରକ୍ଷା

ଭୁବନେଶ୍ୱର: ଦିଲ୍ଲୀ ବିମାନବନ୍ଦରରେ ବିସ୍ଫୋରଣ ନେଇ ଧମକ ପରେ ଭୁବନେଶ୍ୱର ବିମାନବନ୍ଦରରେ ବଢ଼ିଲା ସୁରକ୍ଷା । ଆଗକୁ ସ୍ୱାଧୀନତ ଦିବସ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱର ଏୟାରପୋର୍ଟକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର…

ଭୁବନେଶ୍ୱର ବିମାନବନ୍ଦରରେ ୧୨ଟି ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର

ଭୁବନେଶ୍ୱର: ପଡ଼ୋଶୀ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କର ଭୁବନେଶ୍ୱର ବିମାନବନ୍ଦରରେ କୋଭିଡ୍ ସ୍କ୍ରିନିଂକୁ କଡ଼ାକଡ଼ି କରାଯାଇଛି । ୧୨ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ,…

ଭୁବନେଶ୍ୱର-ପୁନେ ମଧ୍ୟରେ ଖୁବଶୀଘ୍ର ଏୟାର ଏସିଆ ବିମାନ ସେବା

ଭୁବନଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରରୁ ପୁନେକୁ ସିଧାସଳଖ ଉଡ଼ିବ ବିମାନ । ଭୁବନେଶ୍ୱର-ପୁଣେ ମଧ୍ୟରେ ଆରମ୍ଭ ହେବ ବିମାନସେବା । ଏୟାର ଏସିଆର ସ୍ୱତନ୍ତ୍ର ବିମାନ ଚଳାଚଳ କରିବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ…

ରାଜଧାନୀରେ ବିମାନ ଯାତ୍ରୀଙ୍କଠାରୁ ଜବତ ହେଲା ବନ୍ଧୁକ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଯାତ୍ରୀଙ୍କଠାରୁ ଜବତ ହେଲା ବନ୍ଧୁକ । ଯାତ୍ରୀ ଜଣଙ୍କ ଭୁବନେଶ୍ୱରରୁ ଚେନ୍ନାଇ ଯାଉଥିଲେ । ଯାଞ୍ଚ ବେଳେ ତାଙ୍କଠାରୁ ଏହି ବନ୍ଧୁକ ମିଳିଥିଲା । ଯାତ୍ରୀଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ।

ମଣିପୁରରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ପହଞ୍ଚିଲେ ପ୍ରବାସୀ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ମଣିପୁରରେ କାର୍ଯ୍ୟ କରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ଅପରାହ୍ନରେ ପହଞ୍ଚିଛନ୍ତି । ସେହିପରି ଆଜି ମଧ୍ୟ ଆଉ ଏକ ବିମାନରେ ୧୩୮ ଜଣ ଓଡ଼ିଆ ପ୍ରବାସୀ ଭୁବନେଶ୍ୱର ପହଞ୍ଚିବେ । ଏହି ସମସ୍ତ…