Latest Odisha News
Browsing Tag

Bimala Sankar Dash

ଗଳ୍ପ : ପରିଶୋଧ

ବିମଳା ଶଂକର ଦାଶ " ନା ତା'ର ମଦନା । ଆପଣଙ୍କ ଗାଁ ର କୁଆଡେ ..ନେହୁରା ହୋଇ କହୁଛି ବାବୁଙ୍କୁ ଯେମିତି ହେଉ ଦେଖା କରି କି ହିଁ ଯିବ , ଯେତେ ମନା କଲେ ବି ଜମାରୁ ଶୁଣୁନି .." --ଦରବାନ ଆସି କହିଲା । ଇଂଜିନିୟର୍ ଆଲୋକ ବିରକ୍ତି ହୋଇ କହିଲେ .."କହି ଦିଅ ବାବୁ ଘରେ ନାହାନ୍ତି ,…

କବିତା: ପ୍ରଭୁ ହେ…

ବିମଳା ଶଂକର ଦାଶ ପ୍ରଭୁ ହେ...ତୁମେ ତ କରୁଣା ନିର୍ଝର ତଥାପି ଦାସକୁ କଲ ପର ଭକ୍ତକୁ ରଖି ନିଜଠୁ ଦୂର ....ହେଲ କି ନିଷ୍ଠୁର....(ପଦ) ପ୍ରଭୁ ହେ.... ପ୍ରତି ପ୍ରଭାତରେ ପୂଜୁଥାଏ ନିତି ଭକତି ଭାବରେ ହଜି ସଂଜ ନଇଁ ଗଲେ ନୟନ ଯୁଗଳ ଅଶ୍ରୁଜଳେ ଯାଏ ଭିଜି ଆକୁଳେ ଭକତ ପଚାରେ…

ଗଳ୍ପ: କଳ୍ପବୃକ୍ଷ

✍️ବିମଳା ଶଂକର ଦାଶ ବାପାଙ୍କ ଅସ୍ୱାଭାବିକ ପରିବର୍ତ୍ତନ ରେ ଖୁବ୍ ବିଚଳିତ ହୋଇ ପଡୁଥିଲା ଆଲିସା । ବାପା ତାକୁ କୋଳେଇ ନେଉଥିଲେ, ଦେହରେ ସାବୁନ ରଗଡି ଗାଧୋଇ ଦେଉଥିଲେ, ଟାୱାଲରେ ଓଦା ଦେହକୁ ପୋଛି ଫ୍ରକ୍ ପିନ୍ଧେଇ ଦେଉଥିଲେ । ବାପାଙ୍କ ପେଟ ଉପରେ ଲଦି ନ ହେଲେ ନିଦ ଆସେନା ବୋଲି…