Latest Odisha News

BREAKING NEWS

Browsing Tag

Bishnupriya Hota

ଚକା ଚକା ଭଉଁରୀ ମାମୁଁଘର ଚଉଁରୀ

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ମଣିଷର ବ୍ୟକ୍ତିତ୍ୱ ତାର ଜନ୍ମଗତ ପ୍ରକୃତି ସହ ପରିବେଶକୁ ନେଇ ଗଢିଉଠେ। ଜୀବନକାଳ ଭିତରେ ବିଶେଷ କରି ବାଲ୍ୟ କାଳରେ ସେ ଯେଉଁ ବ୍ୟକ୍ତି ବିଶେଷମାନଙ୍କ ସମ୍ପର୍କରେ ଆସେ, ସେମାନଙ୍କର ଆଚାର, ବ୍ୟବହାର ଶିଶୁର ମନ ଉପରେ ଗଭୀର ପ୍ରଭାବ ପକାଇଥାଏ।…

ଲାଳୟେତ ପଞ୍ଚ ବର୍ଷାଣି

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ପୁରୁଣା ଆଲବମ ଓଲଟଉ ଓଲଟଉ ଚାରି ଭଉଣୀଙ୍କ ପିଲାଦିନର କଳାଧଳା ଗୋଟିଏ ଫଟୋ ଦେଖି ଫେସବୁକରେ ଛାଡି ଦେଇଥିଲି । ତାକୁ ଦେଖି ଜଣେ ବନ୍ଧୁ ଫଟୋର କାଳ ଓ ସ୍ଥାନ ବିଷୟରେ କିଛି ଜାଣିବା ନିମନ୍ତେ ଆଗ୍ରହ ପ୍ରକାଶ କରନ୍ତେ , ଅତୀତ ରୋମନ୍ଥନ କରୁ କରୁ…

ପଟ୍ଟନାୟକେ ଥିଲେ ବୋଲି

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ଜୀବନର ଗତି ଅତି ରହସ୍ୟମୟ , ସବୁବେଳେ ସରଳ ରେଖାରେ ଚାଲେ ନାହଁ। ଜୀବନର ହିସାବ ଖାତାରେ ସବୁବେଳେ ଦୁଇ ଯୋଗ ଦୁଇ ଚାରି ହୁଏ ନାହିଁ, କେବେ ଦଶ ବି ହେଇପାରେ ତ କେବେ ଶୁନ୍ୟ ବି ହେଇପାରେ। ଜୀବନ ଚକ୍ର ବେଳେବେଳେ ଏମିତି ଏକ ଅଜଣା ମୋଡ଼ରେ ପହଞ୍ଚେଇ…

ଡାକ୍ତର ହେବା ନୋହିଲା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ସର୍ବନିୟନ୍ତାଙ୍କ ରଚିତ ଏହି ଜୀବନ ନାଟକକୁ ଆମ ଦୃଷ୍ଟଭଙ୍ଗୀରେ ଦେଖିଲେ ଅନେକ ଅସଙ୍ଗତି ଜଣାପଡେ। କେବେ ଆଲୋକର ବନ୍ୟା ଭିତରେ ରାସ୍ତା ହଜିଯାଏ ତ କେବେ ଘନଅନ୍ଧକାର ଭିତରେ ଗୋଟିଏ କ୍ଷୀଣ ଅଲୋକ ବର୍ତ୍ତିକା ଦିଗଦର୍ଶନ ଦେଇ ସଠିକ ଠିକଣାରେ ପହଞ୍ଚେଇ…

ସ୍ମୃତିଲିପି : ଏମିତି ବି ବନ୍ଧୁ ଥାଆନ୍ତି

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ  ନିକଟ ଅତୀତରେ ହ୍ଵାଟସପରେ ଜଣେ ପୂର୍ବତନ ସହକର୍ମୀ ପଠେଇ ଥିବା ବନ୍ଧୁତା ଉପରେ ପର୍ଯ୍ୟବେସିତ ନାରାୟଣ ମିଶ୍ରଙ୍କ ଲିଖିତ ଏକ ଗଳ୍ପ ପଢ଼ିବାକୁ ମିଳିଲା । ଯେଉଁଥିରେ ଅବସର ଜୀବନରେ ସୁଖ ପାଇଁ, ତାଙ୍କ ରଚିତ ଚରିତ୍ର ଗୁରୁ ଦାସ ଯେଉଁ ତିନୋଟି ଜିନିଷ…

 ଅନୁଭୂତିରେ ଶ୍ରୀଜଗନ୍ନାଥ : ବିଷ୍ଣୁପ୍ରିୟା ହୋତା

କୃପାବାରିଧି ଜୀବନରେ ଏମିତି ବି କିଛି ଅନୁଭୂତି ଅଛି ଯାହା ଅକଳ୍ପନୀୟ, ଅବର୍ଣ୍ଣନୀୟ ଶବ୍ଦାତୀତ କେବଳ ଅନୁଭୂତିର କଥା। ଏ ଅନୁଭୂତି କୃପାପାରାବାର , କରୁଣା ସାଗର, ଜଗତର ନାଥ ,ପତିତପାବନ ଜଗନ୍ନାଥଙ୍କୁ ନେଇ। ୧୯୯୨ ମସିହାର କଥା, ଆମେ ସେତେବେଳେ କେନ୍ଦୁଝରରେ ଥାଉ। ପୁରୋହିତ ବାବୁଙ୍କର…